ରେଳ କୋଚ ଫ୍ୟାକ୍ଟ୍ରିରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ରେଳ କୋଚ ଫ୍ୟାକ୍ଟ୍ରି କପୁରଥଲା ତରଫରୁ ନୋଟିଫିକେସନ ଜାରି ହୋଇଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rcf.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏହି ଅଭିଯାନ ଜରିଆରେ ଅଲଗା ଅଲଗା ଟ୍ରେଡ୍ସରେ ଭର୍ତ୍ତି ହେବ । ଆବେଦନ…