ସାରା ଦେଶରେ କବଚ ଲଗାଇବା ପାଇଁ ଯୋଜନା କରାଯାଇଛି, ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ଅଧିକ ଅର୍ଥ ଅଜାଡି ଦେଲେ । ଏହା କେନ୍ଦ୍ର ସରକାର ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ୧୦ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ ଓଡିଶା କୁ ମିଳିଛି । ଗତ ବର୍ଷ ୧୦ହଜାର…