Browsing Tag

railway station

ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ୧ ନମ୍ବର ପ୍ଲାଟଫର୍ମରେ ଲାଗିଲା ନିଆଁ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ୧ ନମ୍ବର ପ୍ଲାଟଫର୍ମରେ ଲାଗିଲା ନିଆଁ । ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ । ସମସ୍ତ ଯାତ୍ରୀ ସୁରକ୍ଷିତ । ଆହୁରି ପଢ଼ନ୍ତୁ : …

ଭାରତର ଏକମାତ୍ର ରେଳ ଷ୍ଟେସନ, ଯେଉଁଠାରେ ପ୍ଲାଟଫର୍ମ ଟିକେଟ ନୁହେଁ, ପାସପୋର୍ଟ ଦେଖାଇ ପ୍ରବେଶ ଅନୁମତି ଦିଆଯାଇଥିଲା

ଆପଣ ସୋସିଆଲ ମିଡିଆରେ ଭାରତୀୟ ରେଳବାଇ ଏବଂ ରେଳ ଷ୍ଟେସନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନନ୍ୟ ତଥ୍ୟ ପଢ଼ିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଆଉ ଏକ ଅନନ୍ୟ ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ। ଭାରତର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର କିଛି ନା କିଛି ଏପରି ପ୍ରାଣବନ୍ତ କାହାଣୀ…

ଶେଷ ପର୍ଯ୍ୟାୟରେ ରେଳ ଟନେଲ, ନିର୍ମାଣାଧୀନ ଦୁଇଟି ଟନେଲ ଭିତରେ ରେଳ ଧାରଣା

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥର ବୌଦ୍ଧ ଜିଲାରେ ଥିବା ୪ ଟି ରେଳ ଟନେଲ ମଧ୍ୟରୁ ୫ ନମ୍ବର ଓ ୬ ନମ୍ବର ରେଳ ଟନେଲ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ନିର୍ମାଣାଧୀନ ଏହି ଦୁଇଟି ଟନେଲ ଭିତରେ ରେଳ ଧାରଣା, ଲାଇଟ ସିଷ୍ଟମ ଭଳି କାର୍ଯ୍ୟ ପ୍ରାୟ ସରିଗଲାଣି । ୫ ନମ୍ବର ଟନେଲ ଓ…

ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଭୁବନେଶ୍ୱର: ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ ଅଞ୍ଚଳରେ ଚେକିଂ

ଭୁବନେଶ୍ୱର : ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ନୟାପଲ୍ଲୀ, ଇନ୍ଫୋଭେଲୀ, ଭରତପୁର , କ୍ୟାପିଟାଲ ଆଦି ବିଭିନ୍ନ ଥାନା ଅଂଚଳରେ ପାଟ୍ରୋଲିଙ୍ଗ କଡାକଡି କରାଯାଇଛି । ସେହିଭଳି ବିଭିନ୍ନ ଅଞ୍ଚଳରେ ନାକା ଲଗାଯାଇ ଗାଡ଼ି ମୋଟର ଚେକିଂ କରାଯାଉଛି । ରେଲୱେ ଷ୍ଟେସନ, ବସ…

ବନ୍ଧମୁଣ୍ଡା ରେଳ ଷ୍ଟେସନରେ ମାଲଗାଡି ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୦ଟି ବଗି

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ରେଳ ଷ୍ଟେସନରୁ ହାଟିଆ ଯାଉଥିବା ମାଲଗାଡି ଲାଇନଚ୍ୟୁତ । ରାଞ୍ଚି - ରାଉରକେଲା ମୁଖ୍ୟ ରେଳ ଲାଇନରେ ମାଲଗାଡିଟି ଯାଉଥିବା ବେଳେ କନଖା ରେଳଷ୍ଟେସନର ଲାଇନ୍ ନଂ-୨ରେ ୧୦ଟି ବଗି ହଠାତ୍ ଲାଇନଚ୍ୟୁତ ହୋଇଥିଲା । ରେଳ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ କ୍ରେନ ଓ…

ଷ୍ଟେସନ ବାହାରେ ଯୁବତୀଙ୍କୁ ନିସ୍ତୁକ ମାଡ଼ , କିଏ ଓ କାହିଁକି ମାରୁଛି ତାହା ଅସ୍ପଷ୍ଟ

ବାଲେଶ୍ଵର : ବାଲେଶ୍ଵର ଷ୍ଟେସନରେ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ । ଯୁବତୀଙ୍କୁ ତଳେ ପକାଇ ଆକ୍ରମଣ କରାଯାଇଛି । ଯୁବତୀଙ୍କୁ ୨ ରୁ ତିନି ଜଣ ଯୁବକ ଘେରି ରହିଥିବା ବେଳେ ଜଣେ ଯୁବକ ତାଙ୍କ ପେଟ, ଛାତିକୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ଆକ୍ରମଣର ଶିକାର ଯୁବତୀ ଜଣକ ବଞ୍ଚିବା ପାଇଁ…

ରେଳ ଷ୍ଟେସନରେ କାହିଁକି ଦେଖାଯାଏନି ମେଡିସିନ୍ ଷ୍ଟୋର, ଜାଣନ୍ତୁ କାରଣ

ଟ୍ରେନକୁ ସବୁଠାରୁ ଆରାମଦାୟକ ଏବଂ ସହଜ ଯାତ୍ରା ବୋଲି କୁହାଯାଏ । ଧନୀ ଠାରୁ ନେଇ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଟ୍ରେନ ଯାତ୍ରା ଭଲ ହୋଇଥାଏ । ସମସ୍ତଙ୍କ ବଜେଟକୁ ସୁହାଇଲା ଭଳି ସେବା ଯୋଗାଉଛି ଭାରତୀୟ ରେଳ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଭାରତରେ…

କଟକ ରେଳ ଷ୍ଟେସନରେ ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣା, ୨ ଜଣଙ୍କୁ ନୋଟିସ୍ ଜାରି

କଟକ : କଟକ ରେଳ ଷ୍ଟେସନରେ ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣାରେ ତଦନ୍ତ ଆରମ୍ଭ । ନିଜ ରିପୋର୍ଟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଜିଆରପି ଥାନା ।  ୨ ଜଣଙ୍କୁ ନୋଟିସ୍ ଜାରି କଲା ଜିଆରପି ଥାନା ପୋଲିସ ।  ରେଳବାଇର ପୂର୍ବତଟ ରେଳବାଇ ୱାର୍କସ ବିଭାଗରସିନିୟର ସେକ୍ସନ…

ଚାଲାଣ ବେଳେ ଟ୍ରେନରୁ ୨୦ ପାର୍ସିଆନ ବିଲେଇ ଜବତ, ଦମ୍ପତି ଅଟକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ବାଇ ଶାଳୀମାର ଟ୍ରେନରେ ବଡ଼ ଛୋଟ ମିଶାଇ ୨୦ ଟି ପାର୍ସିଆନ ବିଲେଇକୁ ଏକ ଦମ୍ପତି ମୁମ୍ବାଇରୁ ଆଣି କଲିକତା ସାନ୍ତ୍ରାଗାଛିକୁ ନେଇ ଯାଉଥିଲେ ବୋଲି ଆରପିଏଫ ତରଫରୁ…

ଗୋଟିଏ ବଗିରେ ଚେନ୍ ଟାଣିଲେ ଅଟକିଯାଏ ପୂରା ଟ୍ରେନ୍, ଜାଣନ୍ତୁ କେମିତି ଏହା ସମ୍ଭବ

ଭାରତୀୟ ରେଳରେ ଦୈନନ୍ଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । କାହିଁକି ନା ଏଥିରେ ଯାତ୍ରା କରିବା ସହଜ ହେବା ସହ ଲୋକଙ୍କ ବଜେଟକୁ ସୁହାଇଲା ଭଳି ହୋଇଥାଏ । ମୋଟାମୋଟି ଭାବେ ଯଦି କହିବା ତାହେଲେ ଏହା ହେଉଛି ଶସ୍ତା ଦାମରେ ଆରାମଦାୟକ ଯାତ୍ରା । ତେବେ ଆପଣ ଟ୍ରେନରେ ଯାତ୍ରା କରୁଥିବା ବେଳେ…

ରାୟଗଡା ରେଳ ଷ୍ଟେସନରେ ଅଘଟଣ: ଟ୍ରଲିକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍, ଜଣେ ମୃତ

ରାୟଗଡା: ରାୟଗଡା ରେଳ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଅଘଟଣ । ପାସେଞ୍ଜର ଟ୍ରେନ୍‌ ଏକ ଲାଇଟ୍ ମଟର ଟ୍ରଲିକୁ ଧକ୍କା ଦେବା ଫଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ରାୟଗଡା ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମର ଟ୍ରାକରେ ଆଗରୁ ଏକ…

ନୂଆଦିଲ୍ଲୀ ରେଲୱେ ଷ୍ଟେସନର ବଦଳିବ ନାଁ, ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ନୂଆଦିଲ୍ଲୀ ରେଲୱେ ଷ୍ଟେସନର ନାମ ପରିବର୍ତ୍ତନ କରିବା ଦାବି ଏବେ ତୀବ୍ର ହୋଇଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୁରୁଣା ଦିଲ୍ଲୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ‘ମହାରାଜା ଅଗ୍ରସେନ ରେଳ ଷ୍ଟେସନ’ କରିବାକୁ ଦାବି କରିଥିଲେ । ଏବେ ଚାନ୍ଦନୀ ଚୌକର ବିଜେପି…