Browsing Tag

railway ticket

ନୂଆବର୍ଷରେ କୋଟି କୋଟି ରେଳଯାତ୍ରୀଙ୍କ ଖୁସି ଖବର, ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ, ରେଳମନ୍ତ୍ରୀ କଲେ ଘୋଷଣା

ଦୂର ଯାତ୍ରା ପାଇଁ ଟ୍ରେନ୍ ଯାତ୍ରାକୁ ସମସ୍ତେ ପ୍ରାଧାନ୍ୟ ଦିଅନ୍ତି। ଆପଣ ମଧ୍ୟ ଅନେକ ଥର ଟ୍ରେନରେ ଯାତ୍ରା କରିଥିବେ। ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । ଏହା ସହ ଟ୍ରେନରେ ଆମକୁ ଅନ୍ୟାନ ସୁବିଧା ବି ମିଳିଥାଏ । ଭାରତୀୟ ରେଳ ବିଭାଗ…

ଟ୍ରେନ ଜିନିଷ ଚୋରି କଲେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ ସହ ଭରିବାକୁ ପଡ଼ିବ ଜରିମାନା, ଜାଣନ୍ତୁ ଆଇପିସିର ଏହି…

ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରିଥାଏ। ସେ ଖାଇବା ଠାରୁ ଆରମ୍ଭ କରି ଓ୍ଵାଶରୁମ ପର୍ଯ୍ୟନ୍ତ। ଏମିତିକି ଯାତ୍ରୀଙ୍କୁ ଯେପରି ଶୋଇବାରେ କିଛି ସମସ୍ୟା ନହେବ ସେଥିପାଇଁ ମଧ୍ୟ ସେ ସବୁ ଯୋଗାଡ଼ କରିଥାନ୍ତି। ଏଥିପାଇଁ ଭିନ୍ନ ଭିନ୍ନ କୋଚ ପାଇଁ ଭିନ୍ନ ଭିନ୍ନ…

କାଉଣ୍ଟରରୁ କିଣିବା ପରେ ହଜିଯାଇଛି କି ଟ୍ରେନ ଟିକେଟ? ତେବେ ଏହି ଉପାୟରେ କରିପାରିବେ ଯାତ୍ରା..

ରେଳ ବିଭାଗର ଏହି ନିୟମକୁ ଜାଣି ନିଅନ୍ତୁ। ଯଦି ଆପଣ କାଉଣ୍ଟରରୁ ଟିକେଟ କିଣୁଛନ୍ତି ଆଉ ସେ ଟିକେଟ ହଜିଯାଉଛି କିମ୍ବା ତାକୁ ଘରେ ଛାଡ଼ି ଦେଇଛନ୍ତି ତେବେ ଏମିତିରେ ରେଳ ବିଭାଗ ଆପଣଙ୍କୁ ଯାତ୍ରା କରିବାକୁ ଦେବ ନାହିଁ। ତେବେ ଯଦି ସେହି ଟିକେଟର ଫଟୋ ଅଛି ତେବେ ବି କଣ ଟିଟିଇ ଆପଣଙ୍କ ଟିକେଟକୁ…

ଟ୍ରେନ ଟିକେଟ ହଜିଗଲେ ଚିନ୍ତା କରନ୍ତୁ ନାହିଁ, ଫଟାଫଟ୍‌ ବୁକ୍‌ କରନ୍ତୁ ନୂଆ ଟିକେଟ, ଜାଣନ୍ତୁ ଟ୍ରିକ

ଯଦି ଆପଣ କେବେ ଟ୍ରେନରେ ଯିବା ସମୟରେ ଟିକେଟ ହଜିଯାଏ ତେବେ ଚିନ୍ତା କରିବା ସାଧାରଣ କଥା। ସେପଟେ ପ୍ଲାଟଫର୍ମରେ ଟ୍ରେନ ଆସିଯାଇଥିବ ଆଉ ଏପଟେ ଆପଣଙ୍କ ପାଖେ ଟିକେଟ ନଥିବ। ଏମିତିରେ ଶେଷ ସମୟରେ ପୁଣି ଥରେ ଟିକେଟ କରିବା ବହୁତ କଷ୍ଟ। ତେବେ ଆଜି ଆମେ ଏହି ଭିଡ଼ିଓରେ ଆପଣଙ୍କୁ ଏକ ଟ୍ରିକ…

ରେଳ ଉପରେ ପଡ଼ିଲା କରୋନା ସଂକ୍ରମଣ ବୃଦ୍ଧିର ପ୍ରଭାବ, ଅଧିକ ସଂଖ୍ୟକ ଯାତ୍ରୀ ରଦ୍ଦ କରି ଦେଉଛନ୍ତି ଟିକେଟ

କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧିର ପ୍ରଭାବ ରେଳ ଉପରେ ମଧ୍ୟ ପଡ଼ିଛି। ଯାତ୍ରୀ ଏବେ ଯାତ୍ରା କରିବାକୁ ଡରୁଛନ୍ତି। ଟିକେଟ ଆରକ୍ଷଣ(ରିଜର୍ଭେଶନ) କରିଥିବା ଯାତ୍ରୀମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଯେଉଁମାନେ ପୂର୍ବରୁ ରିଜର୍ଭେଶନ କରେଇଥିଲେ, ସେମାନେ ଟିକେଟ ରଦ୍ଦ କରି ରିଫଣ୍ଡ ନେଉଛନ୍ତି।…

ଏବେ ଖେଳାଳିଙ୍କୁ ଦେବାକୁ ପଡିବ ସଂପୂର୍ଣ୍ଣ ରେଳ ଟିକେଟ ଭଡ଼ା, କାହିଁକି ଏମିତି ନିଷ୍ପତ୍ତି ନେଲା ରେଳ ମନ୍ତ୍ରଣାଳୟ

କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ଏସ୍ଓପି ଜାରି ହୋଇଛି। ଏପରି ସ୍ଥଳେ ରେଳ ମନ୍ତ୍ରଣାଳୟ ଦ୍ବାରା ଆରମ୍ଭରୁ ବ୍ୟତିକ୍ରମ କରାଯାଇଛି। ଖବର ଅନୁଯାୟୀ, ଜାତୀୟ ପ୍ରତିଯୋଗିତା ବ୍ୟତୀତ ସର୍ବଭାରତୀୟ କିମ୍ବା ରାଜ୍ୟସ୍ତରୀୟ କ୍ରୀଡ଼ା…

ଏପରି କରନ୍ତୁ IRCTC ମୋବାଇଲ ଆପ୍‌ ଦ୍ୱାରା ଟିକେଟ୍‌ ବୁକିଂ, ଜାଣନ୍ତୁ ତରିକା

ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ ଯାତ୍ରୀମାନଙ୍କୁ irctc.co.in େଓ୍ଵବସାଇଟ୍‌ ବ୍ୟତୀତ IRCTC App ଜରିଆରେ ଟିକେଟ୍‌ ବୁକିଂ କରିବାର ସୁବିଧା ଯୋଗାଇ ଦେଉଛି। ତେବେ ଆମେ ଆପଣଙ୍କୁ ଜଣାଇବୁ କିପରି ଆପଣ େଓ୍ଵବସାଇଟ୍‌ କୁ ନଯାଇ ଆପ୍‌ ଜରିଆରେ ଅର୍ଥାତ ମୋବାଇଲ୍‌…

ଏବେ ଚାର୍ଟ ପ୍ରସ୍ତୁତ ହେବା ପରେ ବି ମିଳିପାରିବ ଟ୍ରେନ୍‌ ଟିକେଟ୍‌, ଭାରତୀୟ ରେଳ ବିଭାଗ ଜାରି କଲା ନୂଆ ନିୟମ

ଟ୍ରେନ୍‌ରେ ଦୂର ସ୍ଥାନକୁ ଯିବା ବେଳେ ବହୁ ପୂର୍ବରୁ ଟିକେଟ୍‌ ନ କାଟିଲେ ଟିକେଟ୍‌ ମିଳିବା ଅସମ୍ଭବ କହିଲେ ଚଳେ। ଥରେ ଯଦି ଚାର୍ଟ ପ୍ରସ୍ତୁତ ହୋଇଗଲା ତେବେ ଆଉ ଟିକେଟ୍‌ କରିହୁଏ ନାହିଁ। ଏହି କାରଣରୁ ଯଦି କୌଣସି ସ୍ଥାନକୁ ତତ୍‌କ୍ଷଣାତ୍‌ ଯିବାକୁ ପଡ଼େ ତେବେ ଟ୍ରେନ୍‌ ଟିକେଟ୍‌କୁ ନେଇ…