ଗୁଜରାଟ : ଲୋକ ପାଇଲଟ୍ଙ୍କ ତତ୍ପରତା ଯୋଗୁଁ ବର୍ତ୍ତିଲା ରେଳ ଟ୍ରାକରେ ବୁଲୁଥିବା ୮ଟି ସିଂହଙ୍କ ଜୀବନ
ଗୁଜରାଟର ଭାବନଗର ଜିଲ୍ଲାରେ ଟ୍ରେନ ଚାଳକଙ୍କ ତତ୍ପରତା ଯୋଗୁଁ ଆଠଟି ସିଂହ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଗୁଜରାଟର ଭବନଗରରେ ଠିକ ସମୟରେ ବ୍ରେକ୍ ଲଗାଇ ଏକ ମାଲବାହୀ ଏବଂ ଏକ ଯାତ୍ରୀବାହୀ ଟ୍ରେନର ଲୋକ ପାଇଲଟ୍ ରେଳ ଟ୍ରାକରେ ବୁଲୁଥିବା ଆଠଟି ସିଂହଙ୍କ…