ଜାଣନ୍ତୁ ଭାରତର ଏପରି ଏକ ରାଜ୍ୟ ବିଷୟରେ ଯେଉଁଠାରେ ଗୋଟିଏ ମଧ୍ୟ ରେଳ ଲାଇନ ନାହିଁ
ଗୋଟିଏ ପଟେ ଭାରତୀୟ ରେଳବାଇ ଏତେ ସମୃଦ୍ଧ ଏବଂ ଏତେଗୁଡ଼ିଏ ସୁବିଧା ସହିତ ସଜ୍ଜିତ ଦେଖାଯାଉଛି । କିନ୍ତୁ ଭାରତରେ ଏପରି ଏକ ରାଜ୍ୟ ମଧ୍ୟ ଅଛି ଯେଉଁଠାରେ ଗୋଟିଏ ବି ରେଳ ଲାଇନ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟ ବିଷୟରେ । ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ…