Browsing Tag

railway

ଯାତ୍ରୀଙ୍କ ଭିଡ଼କୁ କମାଇବା ପାଇଁ ରେଳ ବିଭାଗ ନେଲା ନୂଆ ନିଷ୍ପତି, ରିଜର୍ଭ କୋଚ ବଦଳି ହୋଇଯିବ ଜେନେରାଲ ବଗି

ରେଳ ବିଭାଗକୁ ନେଇ ଜରୁରୀ ସୂଚନା । ଆପଣ ଯଦି କେବେ ଟ୍ରେନ ରେ ଯାତ୍ରା କରୁଥାନ୍ତି ତେବେ ଏହି ଖବର ନିହାତି ଜଣାନ୍ତୁ । ଏଣିକି ରିଜର୍ଭ କୋଚ ହୋଇଯିବ ଜେନେରାଲ ବଗି। ରେଳବାଇ ପକ୍ଷରୁ ଏ ସମ୍ପର୍କରେ ନିଆଯାଇଛି ଏକ ବଡ ନିଷ୍ପତ୍ତି। ବିଭାଗ ଏପରି ଟ୍ରେନ ଚିହ୍ନଟ କରିବାକୁ ଅଧିକାରୀଙ୍କୁ…

ପ୍ରଥମ ଲୋକାଲ ରେଲୱେ ମୋବାଇଲ୍ ଆପ୍ “YATRI APP”

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବାହାର କରାଗଲା ନୂଆ ଆପ । ଯାହାର ନାଁ ରହିଛି ଯାତ୍ରୀ ଆପ । କେନ୍ଦ୍ରୀୟ ରେଳବାଇ ଦ୍ୱାରା ବିକଶିତ ହୋଇଥିବା ଯାତ୍ରୀ ଆପ୍ ଆଜିକାଲି ବେଶୀ ଉପଯୋଗ ହେଉଛି । ଏହା ହେଉଛି ପ୍ରଥମ ଅଫିସିଆଲ୍ ଲୋକାଲ ରେଲୱେ ମୋବାଇଲ୍ ଆପ୍। ଯିଏ ଲୋକାଲ ଟ୍ରେନ ର…

ରେଲୱେ ଷ୍ଟେସନରେ ଏପରି କରନ୍ତୁ Wi-Fi କନେକ୍ଟ

ଆପଣ ମାନେ ଟ୍ରେନ ରେ ଯାତ୍ରା ତ କରିଥିବେ। ଏଥିରୁ ମିଳୁଥିବା ଅନେକ ସୁବିଧା ସମ୍ପର୍କ ରେ ମଧ୍ୟ ଜାଣିଥିବେ। ସବୁଠୁ ବଡ଼ ସୁବିଧା ହେଉଛି ଟ୍ରେନ ଷ୍ଟେସନ ରେ ଥିବା ମାଗଣା ୱାଇଫାଇ ସୁବିଧା। ସମସ୍ତେ ଏହା ସମ୍ପର୍କ ରେ ଜାଣନ୍ତି। କିନ୍ତୁ ଏହାକୁ ବ୍ୟବହାର କରିବା ର ଟ୍ରିକ ସମସ୍ତ ଙ୍କୁ ଜଣା ନଥାଏ।…

ରାତିରେ ଟ୍ରେନ ଅଧିକ ବେଗରେ କାହିଁକି ଯାଏ?

ଭାରତରେ ଟ୍ରେନର ଆରମ୍ଭ ଇଂରେଜ ମାନେ କରିଥିଲେ। ଶୁଣିବାକୁ ମିଳେ ଯେ ବି୍ରିଟିଶ ଶାସନ ଅମଳରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା ତେଣୁ ସେମାନେ ଟ୍ରେନ ଲାଇନ ତିଆରି କରିଥିଲେ । ଆଉ ସେମାନେ ହିଁ ଟ୍ରେନ ପ୍ରଥମେ ଗଡ଼ାଇଥିଲେ। ଭାରତୀୟ ରେଳ ର ଇତିହାସ ବହୁତ…

ରେଳ ପାଇଁ ରାଜ୍ୟ ମାଗିଥିଲା ୮ ହଜାର ୪୦୦ କୋଟି, କେନ୍ଦ୍ର ଦେଲା ୧୦ ହଜାର ୧୨ କୋଟି

କେନ୍ୟୁଜ୍(ବ୍ୟୁରୋ): ରେଳ ପାଇଁ ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି ଟଙ୍କା ।  କିନ୍ତୁ ବଜେଟରେ ରେଳ ପାଇଁ ଓଡ଼ିଶାକୁ ମିଳିଲା ୧୦ ହଜାର ୧୨ କୋଟି ଟଙ୍କା। ଚଳିତ ବର୍ଷ ରାଜ୍ୟରେ ୨୮୦ କିମି ନୂଆ ରେଳ ଲାଇନ ତିଆରି ହୋଇଛି ।  ଚଳିତ ବର୍ଷ ରାଜ୍ୟରେ ୫୭ଟି ଷ୍ଟେସନର ନବୀକରଣ ଲାଗି ବ୍ୟୟ…

ରାତିରେ ଟ୍ରେନ ଯାତ୍ରାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍, ନ ମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ରାତିରେ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କ ପାଇଁ ପ୍ରାୟତଃ କଷ୍ଟସାଧ୍ୟ ହୋଇଥାଏ। ଯେତେବେଳେ କୋଚରେ କେହି ଜଣେ ମୋବାଇଲରେ ଉଚ୍ଚ ସ୍ୱର ବଜାନ୍ତି, ଫୋନରେ ବଡ଼ ପାଟିରେ କଥାବାର୍ତ୍ତା କରନ୍ତି କିମ୍ବା ରାତି ୧୦ଟା ପରେ ମଧ୍ୟ ଲାଇଟ୍ ଅନ ରଖନ୍ତି। ତେବେ ବର୍ତ୍ତମାନ ରେଳ…

ପୁରୀରୁ ଗଡ଼ିଲା ତପସ୍ବିନୀ ଏକ୍ସପ୍ରେସ: ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ କୋଚ ସହିତ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ରେଳ ଷ୍ଟେସନରେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁରୀରୁ ଗଡ଼ିଲା ତପସ୍ବିନୀ ଏକ୍ସପ୍ରେସ। ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ…

ଆଇଆରସିଟିସିରୁ ଟ୍ରେନ୍ ଟିକେଟ ବୁକ୍ କରିବାକୁ ଆଧାର ଏବଂ ପାନ୍ ଆବଶ୍ୟକ ହେବ, ରେଳବାଇ ଖୁବ୍ ଶୀଘ୍ର ଲାଗୁ କରିବ ନିୟମ

ଆଧାର ଏବଂ ପାସପୋର୍ଟ ପରି ପରିଚୟ ଦଲିଲଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକ୍ ସହିତ ଲିଙ୍କ୍ ହୋଇପାରେ । ଟ୍ରେନ୍ ଟିକେଟ୍ ନାମରେ ଠକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ ଏହି ପଦକ୍ଷେପ ନେଇପାରେ । ଯଦି ରେଳ ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଯାତ୍ରୀମାନଙ୍କୁ ଆଇଆର୍‌ସିଟିସି…

ଦକ୍ଷିଣ ପୂର୍ବ ରେଳପଥରେ ଗୁଡସ କରିଡ଼ର ପାଇଁ ତୃତୀୟ ଲାଇନ କାମ ଆରମ୍ଭ: ଉଚ୍ଛେଦ ହେବ ବାଲେଶ୍ୱର ପୌରପାଳିକା ଅଧିନ ୩ଟି…

ବାଲେଶ୍ୱର: ଦକ୍ଷିଣ ପୂର୍ବ ରେଳପଥରେ ଗୁଡସ କରିଡ଼ର ପାଇଁ ତୃତୀୟ ଲାଇନ କାମ ଆରମ୍ଭ ହୋଇଯାଇଛି । ସେଥିପାଇଁ ବାଲେଶ୍ୱର ପୌରପାଳିକା ଅଧିନ ୩ଟି ୱାର୍ଡର ୬୦୦ ପରିବାରଙ୍କୁ ଉଚ୍ଛେଦ କରାଯିବ । ଏଥିପାଇଁ ରେଲୱେ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମାପଚୁପ ଆରମ୍ଭ ହୋଇଥିବା ବେଳେ ଶୀଘ୍ର ରେଲୱେ ଜାଗା…

ଟ୍ରେନରେ ଭିକ୍ଷା ମାଗିବା ଓ ସିଗାରେଟ ପିଇବାରେ ହେବନି ଜେଲ, ନିୟମ ବଦଳାଇବା ପାଇଁ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇଲା…

ରେଲୱେ କେତେକ ପୁରୁଣା ନିୟମକୁ ବଦଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଛି। ସୂଚନା ମୁତାବକ, ରେଲୱେ କ୍ୟାବିନେଟ ପାଖରେ ଯେଉଁ ପ୍ରସ୍ତାବ ରଖିଛି, ସେଥିମଧ୍ୟରେ ଇଣ୍ଡିଆନ ରେଲୱେଜ ଆକ୍ଟ ୧୯୮୯ର ଦୁଇଟି ନିୟମ ବଦଳାଇବାର ପ୍ରସ୍ତାବ ସାମିଲ ଅଛି। IRAର ସେକ୍ସନ ୧୪୪(୨) ଏବଂ…

ଖୁସି ଖବର: ରେଲୱେରେ ୧ ଲକ୍ଷରୁ ଅଧିକ ପଦବୀରେ ହେବ ଭର୍ତ୍ତି, ଡିସେମ୍ବରରେ ପରୀକ୍ଷା

ଭାରତୀୟ ରେଲୱେରେ ପାଖାପାଖି ୧ ଲକ୍ଷ ୪୦ ହଜାର ପଦବୀରେ ଭର୍ତ୍ତି ପାଇଁ ୧୫ ଡିସେମ୍ବରରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ। ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିନୋଦ କୁମାର ଯାଦବ ଏକ ଭରଚୁଆଲ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଟ ଏବଂ…

ଗରିବ, ଭିକ୍ଷୁକ ଓ ଭିନ୍ନକ୍ଷମଙ୍କ ପାଇଁ ସାହାର ପାଲଟିଛନ୍ତି ରେଳ ବିଭାଗର କର୍ମଚାରୀ

ଖୋର୍ଦ୍ଧା : ଜଟଣୀ ଖୋର୍ଦ୍ଧା ରୋଡ ରେଳ ଡିଭିଜନର କର୍ମଚାରୀ ମାନେ ଗରିବ,ଭିକ୍ଷୁକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସାହାର ପାଲଟିଛନ୍ତି ।ବଢାଇଛନ୍ତି ସହାୟତାର ହାତ।  ମାସ ମାସ ଧରି ସେମାନଙ୍କୁ ଯୋଗାଉଛନ୍ତି ଖାଇବା। ଜଟଣୀ ସହରର ୧୦୦ ରୁ ଉର୍ଦ୍ଧ୍ୱ ଗରିବ,ମାନସିକ ବିକାରଗ୍ରସ୍ଥ…