Browsing Tag

railways food

ବନ୍ଦେ ଭାରତରେ ପୁଣି ପରସାଗଲା ଖରାପ କ୍ୱାଲିଟିର ଖାଦ୍ୟ, ଯାତ୍ରୀଙ୍କୁ ମିଳିଲା ଫିମ୍ପି ଲାଗିଥିବା ଦହି

ବନ୍ଦେ ଭାରତରେ ପରସା ଯାଇଥିବା ଖାଦ୍ୟର କ୍ୱାଲିଟିକୁ ନେଇ ପୁଣିଥରେ ଚର୍ଚ୍ଚା । ଡେରାଡୁନ୍‌ରୁ ଦିଲ୍ଲୀର ଆନନ୍ଦ ବିହାର ଯାତ୍ରା କରୁଥିବା ଜଣେ ଯାତ୍ରୀ ଟ୍ରେନ୍‌ରେ ପରସା ଯାଇଥିବା ଖାଦ୍ୟକୁ ନେଇ ଅଭିଯୋଗ ଆଣିଛନ୍ତି । ସେ ‘X’ରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଯାତ୍ରୀଙ୍କୁ ଦିଆଯାଇଥିବା…

ଏବେ ଯାତ୍ରୀମାନଙ୍କୁ ୧୫ ଟଙ୍କାରେ ମିଳିବ ଭାତ, ଡାଲି ଓ ଆଚାର; କ’ଣ ରହିଛି ରେଲୱେର ପ୍ଲାନ ଜାଣନ୍ତୁ

ଏବେ ୧୫ ଟଙ୍କାରେ ରେଳ ଯାତ୍ରୀଙ୍କୁ ମିଳିବ ଭାତ-ଡାଲି-ଆଚାର। ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ରାଞ୍ଚି ରେଳ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଷ୍ଟେସନରେ ଜନତା ମିଲ୍‌ ସୁବିଧା ଉପଲବ୍ଧ କରାଯିବ। ଏଥିରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଶସ୍ତା ଦରରେ ଖାଦ୍ୟ ମିଳି ପାରିବ। ଜନତା…

ଏବେ ମାତ୍ର ୫୦ ଟଙ୍କାରେ ଖାଦ୍ୟ ଯୋଗାଇବ ରେଳ ବିଭାଗ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ସମୟରେ ଉନ୍ନତମାନର ଖାଦ୍ୟ ମିଳୁନଥିବା ନେଇ ଅନେକ ସମୟରେ ଅଭିଯୋଗ ଆସେ। ଟ୍ରେନରେ ଦିଆଯାଉଥିବା ଅସ୍ୱାସ୍ଥ୍ୟକର ଖାଦ୍ୟ ସମ୍ପର୍କରେ ପ୍ରାୟ ସମୟରେ ସୋସିଆଲ ମିଡିଆରେ ବି ଚର୍ଚ୍ଚା ହୁଏ। ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ତଥା ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ…