ଆହୁରି ୨ ଦିନ ଭିଜିବ ଓଡ଼ିଶା, ଜୁନ୍ ୧ରୁ ଆଜି ସୁଦ୍ଧା ମୋଟ୍ ୧୧୧୮.୨ ମିଲିମିଟର ବର୍ଷା ରେକର୍ଡ
ଭୁବନେଶ୍ୱର(କେନ୍ୟୁଜ୍): ଆସୁଛି ବଡ଼ ବର୍ଷା । ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଆଜି ଏହା ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହେବ । ଅଧିକ ଘନୀଭୂତ ହେବ ଲଘୁଚାପ । ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏହାର ପ୍ରଭାବ ଲାଗି ରହିଛି । ବିଭିନ୍ନ…