ତାତିରୁ ମିଳିଲା ତ୍ରାହି, ଭୁବନେଶ୍ବରରେ କାଚିଲା ବର୍ଷା
ଭୁବନେଶ୍ବର (କେନ୍ୟୁଜ୍): ତାତିର ମିଳିଲା ତ୍ରାହି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖ ପାଖ ଅଞ୍ଚଳରେ ନିର୍ଧୁମ ଛେଚିଛି ବର୍ଷା । ବିଗତ ୪ ଦିନ ହେବ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଥିଲେ ରାଜଧାନୀବାସୀ । ଖରାଦିନ ଭଳି ଗରମ ଅନୁଭୂତ ହେଉଥିଲା। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨୪…