ଫିକା ପଡ଼ିବ ଦୀପାବଳି, ବଢ଼ିବ ବର୍ଷା
ଭୁବନେଶ୍ବର(କେନ୍ୟୁଜ୍): ଫିକା ପଡ଼ିବ ଦୀପାବଳି । ଆସୁଛି ଲଘୁଚାପ । ରାଜ୍ୟରେ ବଢ଼ିବ ବର୍ଷା । କାଳିପୂଜାରେ ପ୍ରବଳ ବର୍ଷା ହୋଇପାରେ । ୧୮ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଓ…