Browsing Tag

rain in odisha

ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି: ୨୪ ଘଣ୍ଟାରେ ଲଘୁଚାପ

ଭୁବନେଶ୍ବର(କେନ୍ୟୁଜ୍): ଆଗାମୀ ୨୪ ଘଣ୍ଟାରେ ଲଘୁଚାପ। ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ତାର ପାର୍ଶ୍ୱବର୍ତ୍ତୀ…

ଆସୁଛି ବଡ଼ ବର୍ଷା, ଆସନ୍ତା ୪ ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୪ ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ। ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଚି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ: ଏହି ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା, ରାଜଧାନୀରେ ହେଉଛି ଡହ ଡହ ଖରା

ଭୁବନେଶ୍ୱର(କେନ୍ୟୁଜ): ଆସନ୍ତା ୩୦ ଯାଏଁ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ସମୁଦ୍ର ପତ୍ତନଠାରୁ ଏହା ୩.୧ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି । ଏହାର…

ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୫ଦିନ ଯାଏ ଲାଗି ରହିବ ବର୍ଷା

କେନ୍ୟୁଜ୍(ବ୍ୟୁରୋ): ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ଆଗାମୀ ୫ଦିନ ଯାଏ ଏହି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ୨ଟି ସ୍ଥାନରେ ଅତି…

ଏଥର ଓଡ଼ିଶାରେ ପ୍ରାୟତଃ ଭଲ ବର୍ଷା ହେବ, ଯଦି କିଛି ଅସୁବିଧା ହୁଏ ସରକାର ପ୍ରସ୍ତୁତ ଥିବା କହିଲେ କୃଷିମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଏଥର ଓଡ଼ିଶାରେ ପ୍ରାୟତଃ ଭଲ ବର୍ଷା ହେବ । ଆଇଏମଡି ଡିଜିଙ୍କ ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଠିକ୍‌ ବର୍ଷା ହେବ । କାଁ ଭାଁ ସ୍ଥାନରେ କମ୍‌ ବର୍ଷା ହେବ । ଯଦି କୌଣସି ଅସୁବିଧା ହୁଏ ତାହେଲେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।…

ଆଜିଠୁ ବଦଳିବ ପାଗ: ଓଡ଼ିଶାରେ ୨୪ ଘଣ୍ଟାରେ ୨ରୁ ୩ ଡିଗ୍ରୀ ଯାଏ ଖସିବ ରାତିର ତାପମାତ୍ରା, କିଛି ଜିଲ୍ଲାରେ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍):  ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଆଜିଠୁ ବଦଳିବ ପାଗ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ ଘଣ୍ଟାରେ ୨ରୁ ୩ ଡିଗ୍ରୀ ଯାଏ ଖସିବ ରାତିର ତାପମାତ୍ରା । ୨୪ରୁ ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ…

ଆଜିଠୁ ଦୁଇ ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା, ୧୧ରୁ ପୁଣି ବଢିବ ଶୀତ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଦୁଇ ଦିନ ଭିଜିବ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ଦୁଇ ଦିନ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୬ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି…

ରାଜ୍ୟରେ ପ୍ରବାହିତ ହେଉଛି ପଶ୍ଚିମା ଝଡ଼, ଆଗାମୀ ୨୪ ଘଣ୍ଟା ଯାଏ ରହିବ ବର୍ଷାର ପ୍ରଭାବ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପ୍ରବାହିତ ହେଉଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏ ବର୍ଷାର ପ୍ରଭାବ ରହିବ। ଉତ୍ତର ଓଡ଼ିଶାର କିଛି ସ୍ଥାନରେ କୁଆପଥର ମାଡ଼ ସହ ହାଲୁକାରୁ ମଧ୍ୟମ ଧରଣର…

ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ, ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍) :ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ। ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ନେଇ ମଧ୍ଯ ସୂଚନା ହସ୍ତଗତ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ଓ…

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବଦଳିଲା ପାଣିପାଗ: ଆଜିଠୁ ବଢିବ ବର୍ଷା ପରିମାଣ

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବଦଳିଲା ପାଣିପାଗ। ଆଜିଠୁ ବଢିବ ବର୍ଷା ପରିମାଣ। ବଙ୍ଗୋପସାଗରରୁ ରାଜ୍ୟକୁ ଉଷ୍ଣ ଜଳୀୟ ବାଷ୍ପ ପୂର୍ଣ୍ଣ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା…

ରାଜ୍ୟରେ କମିଛି ଶୀତ, ଆସନ୍ତାକାଲିଠୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମିଛି ଶୀତ। ପଶ୍ଚିମା ଝଡ଼ ପ୍ରଭାବରେ କାଲିଠୁ ପୁଣି ଭିଜିବ ଓଡ଼ିଶା। ୩ରୁ ୪ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ମାଡ଼ ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ, ତାପମାତ୍ରା ହ୍ରାସ ହେବା ସହ ବଢିବ ଶୀତ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ। ଏହା ପରେ ତାପମାତ୍ରା ହ୍ରାସ ହେବା ସହ ୩ରୁ ୫ଡିଗ୍ରୀ କମିବ ବୋଲି ପୂର୍ବାନୁମାନ ହୋଇଛି। ଫଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଫଳରେ ରାଜ୍ୟକୁ ଶୀତ ଫେରିବ। କିଛି…