ଓଃ ବର୍ଷା ବଞ୍ଚେଇଦେଲା, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଆଶ୍ୱସ୍ତି ଅନୁଭବ କଲେ ବନକର୍ମଚାରୀ, ଭିଡିଓ କଲେ…
କରଞ୍ଜିଆ (କେନ୍ୟୁଜ): ବର୍ଷା ଦେଖି ଖୁସିରେ ବିଭୋର ହେଲେ ବନ କର୍ମଚାରୀ । ବର୍ଷାରେ ଭିଜି ଭିଜି ନାଚିଲେ, ଧନ୍ୟବାଦବି କହିଲେ । ଶିମିଳିପାଳ ଜଙ୍ଗଲର ଏ ଦୃଶ୍ୟ ଏବେ ଭାଇରାଲ ହେବାର ଲାଗିଛି । ଗତ କିଛି ଦିନ ହେବ ଶିମିଳିପାଳ ଜଙ୍ଗଲର ବନାଗ୍ନି, ବନ କର୍ମଚାରୀଙ୍କୁ ନାକେଦମ କରିଛି । ନିଆଁକୁ…