ଦିଲ୍ଲୀରେ ଲଗାଣ ବର୍ଷା, ଟର୍ମିନାଲରେ ପଶିଲା ପାଣି, ୧୨ ବିମାନ ଡାଇଭର୍ଟ
ଦିଲ୍ଲୀରେ ଲଗାଣ ବର୍ଷା ପରେ ଅନେକ ଅଞ୍ଚଳ ଜଳମଗ୍ନ, ୧୨ଟି ବିମାନ ଡାଇଭର୍ଟ । ମଙ୍ଗଳବାର ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା, ଯାହା ଫଳରେ ପ୍ରବଳ ଗରମରୁ ଲୋକମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିଥିଲା । ବର୍ଷା ଯୋଗୁଁ IGI ବିମାନବନ୍ଦରର ଟର୍ମିନାଲ ୧ରେ ପାଣି ପ୍ରବେଶ କରିଥିଲା, ଯାହା ଫଳରେ…