Browsing Tag

rain water

କରଜରେ ବୁଡିଛନ୍ତି କି ? ବର୍ଷା ପାଣିରେ କରନ୍ତୁ ଏମିତି ଚମତ୍କାରୀ ଉପାୟ

ମଣିଷ ଅଭାବରେ ପଡିଲେ କରଜ କରେ। ଆଉ ଏହି କରଜ ଦିନକୁ ଦିନ ବଢିଯାଏ। ସାଧାରଣ ଲୋକ ଏପରି କରଜ କରି ଚିନ୍ତିତ ହୋଇପଡେ। କିନ୍ତୁ ଏପରି କରଜରୁ ମୁକ୍ତି ଦେଇଥାଏ ବର୍ଷା ପାଣି। ବର୍ଷା ପାଣିରେ ବହୁତ ଚମତ୍କାରୀ ଶକ୍ତି ରହିଥାଏ। ଜ୍ଯୋତିଷ ଶାସ୍ତ୍ରରେ ବର୍ଷା ପାଣିରେ ଏମିତି କିଛି ଉପାୟ କରନ୍ତୁ, ଯାହା…

ଦୁର୍ବଳ ହୋଇଛି ଲଘୁଚାପ: ବଢିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର, ଆଜିବି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା କମିବା ପରେ ଏବେ ବଢିବାରେ ଲାଗିଛି ବିଭିନ୍ନ ନଦୀ ଜଳସ୍ତର। ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ପ୍ରବାହିତ ହେଉଛି। ଜଳକାର ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବାବେଳେ ଏବେ ସେଠାରେ ୬.୪୧ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ବୈଚରଣୀ…

ବର୍ଷା ଜଳ ସଂରକ୍ଷଣ ପାଇଁ ରାଉରକେଲା ମହାନଗର ନିଗମର ନିଆରା ପଦକ୍ଷେପ

ରାଉରକେଲା(କେନ୍ଯୁଜ୍): ବର୍ଷା ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଅଭିଯାନ । ଭୂତଳ ଜଳସ୍ତର ବୃଦ୍ଧି ସହିତ ଭବିଷ୍ୟତରେ ଜଳ ସଙ୍କଟ ଦୂର କରିବା ଲାଗି ନିଆରା ପଦକ୍ଷେପ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଅଧୀନରେ ଆରମ୍ଭ ହୋଇଛି, ସ୍ୱତନ୍ତ୍ର ଜଳ ଅମଳ ପ୍ରକଳ୍ପ । ରାଉରକେଲାରେ ଥିବା…

ବୈଜ୍ଞାନିକମାନଙ୍କ ନୂଆ ଉଦ୍ଭାବନ, ଏବେ ଗୋଟିଏ ବୁନ୍ଦା ବର୍ଷା ପାଣିରୁ ଜଳି ପାରିବ ୧୦୦ଟି ଏଲଇଡ଼ି ବଲ୍‌ବ

ଏବେକା ସମୟରେ ପୃଥିବୀରେ ଦିନକୁ ଦିନ ଜଳ ସମସ୍ୟା ବଢୁଥିବା ବେଳେ ହଙ୍ଗକଙ୍ଗର ଏକ ବୈଜ୍ଞାନିକ ଦଳ ଏକ ନୂଆ ବିକଳ୍ପ ନେଇ ଆସିଛନ୍ତି । ଏଠାକାର ଏକ ବିଶ୍ୱବିଦ୍ୟାଳୟର ଇଂଜିନିୟର ଓ ପ୍ରଫେସର ମାନେ ଏମିତି ଏକ ଜେନେରେଟରର ଉଦ୍ଭାବନ କରିଛନ୍ତି ଯାହା ସାହାଯ୍ୟରେ ୧୫ ସେଣ୍ଟିମିଟର ଉଚ୍ଚତା…

ଯାଜପୁର : ସ୍କୁଲ ଭିତରେ ଲହଡି ମାରୁଛି ବନ୍ୟା ପାଣି

ଯାଜପୁର (କେନ୍ୟୁଜ୍) : ସ୍କୁଲ ଭିତରେ ଲହଡି ମାରୁଛି ବନ୍ୟା ପାଣି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘତ ସୃଷ୍ଟି ହେବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି। ପାଣିରେ ବୁଡି ରହିଛି ବସ୍ତା ବସ୍ତା ଚାଉଳ। ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଦାମଦୋରପୁର ଅଭିରାମ…

ବଢୁଛି ମହାନଦୀର ଜଳସ୍ତର : ବାଉରୀ ଯୋର ସେତୁ ଉପରେ ୧୪ ଫୁଟର ବନ୍ୟା ଜଳ

ସୁବର୍ଣ୍ଣପୁର (କେନ୍ୟୁଜ୍) : ବଢୁଛି ମହାନଦୀର ଜଳସ୍ତର। ସୋନପୁର-ରେଢାଖୋଲ ରାସ୍ତାର ବାଉରୀ ଯୋର ସେତୁ ଉପରେ ପ୍ରାୟ ୧୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି । ସାନପୁର-ରେଢାଖୋଲ, ସୋନପୁର-ଆଠମଲ୍ଲିକ ଏବଂ ସୋନପୁର-ବୌଦ୍ଧ୍ ଯୋଗାଯୋଗ…