Browsing Tag

rain

ଟ୍ୱିନ ସିଟିରେ କୋହଲା ପାଗ ସହ ହାଲୁକା ବର୍ଷା; ୩ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଟ୍ୱିନ ସିଟିରେ ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ୧୦ ଜିଲ୍ଲାର କେତେକ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ୩ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି, ଆଗାମୀ ୨ଦିନ ଯାଏ ପାଗରେ ହେବନି ବିଶେଷ ପରିବର୍ତ୍ତନ

ଭୁବନେଶ୍ୱର (କେନ୍ୟୁଜ): କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି । ଗତକାଲି ଠାରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ପ୍ରଭାବରେ କମିଛି ତାପମାତ୍ରା । ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ, କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତାତି କମାଇଛି ।  ଆଗାମୀ ୨ଦିନ ଯାଏ ପାଗରେ ବିଶେଷ…

ତାତିରୁ ମିଳିବ ଆଶ୍ୱସ୍ତି; ରାଜ୍ୟରେ ୭ରୁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଲୋକଙ୍କୁ କଲବଲ କରୁଛି । ଗରମ ଏତେ ହୋଇଛି ଯେ, ଆକାଶରୁ ନିଆଁ ହୁଳା ବର୍ଷିଲା ଭଳି ଅନୁଭବ ହୋଇଛି ।  ଗତକାଲି ଭୁବନେଶ୍ୱରରେ ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା ।…

ଫସଲ ଉଜାଡ଼ିଦେଲା କାଳବୈଶାଖୀ ବର୍ଷା: ପିଆଜ, ଟମାଟୋ ସହ ଅନ୍ୟ ପନିପରିବା ଚାଷ ନଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): କାଳବୈଶାଖୀର ତାଣ୍ଡବ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପିଆଜ, ଟମାଟୋ ସହ ପନିପରିବା ଚାଷ ନଷ୍ଟ । ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏକର ଏକର ଜମିରେ ପିଆଜ, ଟମାଟୋ ସହ ଡାଲିଜାତୀୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି…

ବଦଳିଲା ପାଣିପାଗ ମିଜାଜ୍, ତାତିରୁ ମିଳିଲା ଆଶ୍ୱସ୍ତି : ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଣିପାଗ ମିଜାଜ୍। ପୂର୍ବାହ୍ନରେ ତାତି, ଅପରାହ୍ନରେ କାଳବୈଶାଖୀ । ରାଜ୍ୟରେ ବର୍ତ୍ତମାନ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଜାରି ରହିଛି। ପୂର୍ବାହ୍ନରେ ଟାଣଖରା ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଅପରାହ୍ନରେ ଅଧିକାଂଶ ସ୍ଥାନରେ…

ଆଉ ୨ ଦିନ ବର୍ଷା, ଆସନ୍ତା ସପ୍ତାହରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଆଉ ଦୁଇ ଦିନ ବର୍ଷା । ୧୧ରୁ ବଢ଼ିବ ତାତି । ଗତକାଲି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର , କଟକ, କନ୍ଧମାଳ, କଳାହାଣ୍ଡି , ରାୟଗଡ଼ା , ନବରଙ୍ଗପୁର ଓ…

ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜି ଓ କାଲି ରାଜ୍ୟର କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ତାତି ଭିତରେ ବର୍ଷା ଆଶଙ୍କା । ଆଜି ଓ କାଲି ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ଝାରସୁଗୁଡା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୁରଭଞ୍ଜ ଓ ବାଲେଶ୍ୱରରେ ଘଡଘଡି ସହ…

ବଦଳିଲା ପାଗ, ଭୋରରୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଗ ।  ଖସିଲା ପାରଦ ।  ରାଜ୍ୟର ଅଧିକାଂଶ ସ୍ଥାନରେ ତଳମୁହାଁ ପାରଦ ।  ଗତ ୨୪ ଘଣ୍ଟାରେ କେବଳ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୬  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଜି ଭୋରରୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।   …

ଖରା ତାତିରୁ ମିଳିବ ଆଶ୍ବସ୍ତି: ବଦଳିବ ପାଗ, ଆଜିଠୁ ୬ ଦିନ ବର୍ଷା

ଭୁବନେଶ୍ଵର (କେନ୍ୟୁଜ): ବଦଳିବ ପାଗ । କମିବ ଦିନ ତାପମାତ୍ରା । ଖରା ତାତିରୁ ସାମୟିକ ଆଶ୍ବସ୍ତି ଆଣିଦେବ ବର୍ଷା । ଆଜିଠୁ ରାଜ୍ୟରେ ଆକାଶ ମେଘୁଆ ରହିବା ସହ ୬ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିବ । ଗୁରୁଚାପ ବଳୟ ଯୋଗୁ ଜଳୀୟବାଷ୍ପ…

ପଶ୍ଚିମା ଝଡ଼ ଯୋଗୁଁ ଆଜି ୮ ଜିଲ୍ଲାରେ ବର୍ଷା!, ଘନ କୁହୁଡ଼ି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଆଜି ୮ ଜିଲ୍ଲାରେ ବର୍ଷା । ପଶ୍ଚିମା ଝଡ଼ ଯୋଗୁଁ କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ରେ ବର୍ଷା ଆଶଙ୍କା ରହିଛି। ଆସନ୍ତାକାଲି…

କମିଲା ଶୀତ, କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଗ । କମିଲା ଶୀତ । ବଢିଛି ରାତି ତାପମାତ୍ରା । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢିଛି । ଫଳରେ ଶୀତ ଲହରି କମିଛି  । ଅନ୍ୟପଟେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ…

ସାରା ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ, ଘନ କୁହୁଡି ପାଇଁ ପାଣିପାଗ ବିଭାଗ ଚେଚାବନୀ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବରେ ରାଜ୍ୟକୁ ପ୍ରବେଶ କରୁଛି । ଏଥିପାଇଁ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାୱରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି । ଆଜି ଓ ଆସନ୍ତାକାଲି ଗୁରୁଚାପ ବଳୟର…