Browsing Tag

rain

ଆଜିଠୁ କମିବ ବର୍ଷାର ପରିମାଣ: ଝାଡଖଣ୍ଡ ମୁହାଁ ହେବ ଦୁର୍ବଳ ଅବପାତ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବର୍ଷା ପରିମାଣ କମିବ । ବଙ୍ଗୋପସାରରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ୧୨ ଘଣ୍ଟା ମଧ୍ୟରେ ଏହା ୱେଲମାର୍କ ଲୋ ପ୍ରେସରର ରୂପ ନେବ। ବର୍ତ୍ତମାନ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି । ଘଣ୍ଟାପ୍ରତି ୧୯ କିଲୋମିଟର…

ଦାଉ ସାଧୁଛି ଲଗାଣ ବର୍ଷା: ଘର ଭିତରେ ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ପାଣି ଆଉ ପାଣି

ଭଦ୍ରକ (କେନ୍ୟୁଜ): ଲଗାଣ ବର୍ଷାରେ ଭିଜୁଛି ଭଦ୍ରକ । ଜିଲ୍ଲାରେ ଗତକାଲି ରାତିରୁ ଝିପି ଝିପି ବର୍ଷା ସହ ପବନ ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଅଧିକ ବର୍ଷା ଯୋଗୁ ଭଦ୍ରକ ସହରର ୧୦ ନମ୍ବର ୱାର୍ଡର ଏକ…

ବର୍ଷା ଯୋଗୁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ୫ ଯୁବକ

ସୋର (କେନ୍ୟୁଜ): ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁଁ କାରଟି ବାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ…

ବର୍ଷାରେ ଅଘଟଣ: ଗଛ ପଡ଼ି ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଜଳବନ୍ଦୀରେ ରାଜଧାନୀବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରବଳ ବର୍ଷାରେ ଅଘଟଣ। ଗଛ ପଡ଼ି ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ। ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ନାଲକୋ ଛକ ଏବଂ ରେଳ ସଦନ ମଝି ରାସ୍ତାରେ ଗଛ ଉପୁଡ଼ି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟୁଟୁ ମହାରଣା ଓ ତାଙ୍କ ଘର ଶିଖରଚଣ୍ଡୀ ନଗରରେ। ଗତକାଲି…

ଲଗାଣ ବର୍ଷାରେ ବେହାଲ୍‌ ଟ୍ଵିନ୍‌ସିଟି: ତଳି ଅଞ୍ଚଳରେ ଲୋକଙ୍କ ଘରେ ପଶିଥିଲା ପାଣି

ଭୁବନେଶ୍ୱର (କେନ୍ୟୁଜ): ଲଗାଣ ବର୍ଷାରେ ଟ୍ଵିନ୍‌ସିଟିର ହାଲ୍‌ ବେହାଲ୍‌। ବୁଡ଼ିଲା ରାଜଧାନୀ, ଚାଲିଲା ବୋଟ୍‌। ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲା । ଅପରାହ୍‌ଣରୁ ନିର୍ଘାତ ବର୍ଷିଲା । ରାତି ଯାଏ ନିସ୍ତାର ମିଳିଲାନି । ୫ ଘଣ୍ଟା ବର୍ଷାରେ…

ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ, ତିନିଖଣ୍ଡ ଗ୍ରାମବାସୀ ସହ ଯୋଗାଯୋଗ ବିଚ୍ଛିନ୍ନ

ମୋହନା (କେନ୍ୟୁଜ): ଲଗାଣ ବର୍ଷାର ପ୍ରଭାବରେ ଭାସିଗଲା ଅସ୍ଥାୟୀ ପୋଲ । ଗଜପତି ଜ଼ିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତର ବନ୍ଧାଗୁଡା ନିକଟରେ ଥିବା ହରଭଙ୍ଗୀ ନଦୀରେ ଜଳସ୍ତର ବଢିବାରୁ ଭାସି ଯାଇଛି ଅସ୍ଥାୟୀ ପୋଲ । ପୋଲ ଭାଙ୍ଗିବା ଯୋଗୁଁ ତିନି ଖଣ୍ଡ ଗ୍ରାମବାସୀ ସହ ଯୋଗାଯୋଗ…

ସକ୍ରିୟ ରହିଛି ମୌସୁମୀ, ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ଵର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆଗାମୀ ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷାର ଲାଗି ରହିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆଜି ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ…

ସୃଷ୍ଟି ହୋଇପାରେ ଲଘୁଚାପ: ୯ରୁ ବଢ଼ିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ୯ରୁ ବଢ଼ିବ ବର୍ଷା। ବିସ୍ତତ ସ୍ଥାନରେ ବର୍ଷା ହୋଇପାରେ। ୧୧ ତାରିଖରେ ଭାରୀ ବର୍ଷା ସମ୍ଭାବନା ରହିଛି। ଆଇଏମ୍‌ଡି ପୂର୍ବାନୁମାନ କରିଛି ବାଲେଶ୍ୱର ଉପରେ ଏବେ ମୌସୁମୀର ନିମ୍ନ ଚାପରେଖା କ୍ଷେତ୍ର ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ଆଜି ଆଭ୍ୟନ୍ତରୀଣ…

୧୬ରେ ସୃଷ୍ଟି ହୋଇପାରେ ଲଘୁଚାପ ! ପ୍ରବଳ ବର୍ଷା ପାଇଁ ଆଜି ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉପାନ୍ତରୁ ଉପକୂଳ ଜାରି ରହିଛି ବର୍ଷା। ଆସନ୍ତା ୧୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ଭଲ ବର୍ଷା ଆଣିପାରେ । ପ୍ରଭାବରେ…

ରାଜଧାନୀରେ ଛେଚୁଛି ବର୍ଷା, ଆଗାମୀ ୩ ଘଣ୍ଟା ଭିତରେ ୧୧ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବଦଳିଲା ପାଗ। ଘଡ଼ଘଡ଼ି ସହ ବର୍ଷା ପବନ। ବିଜୁଳି ମାରିବା ସହ ପ୍ରବଳ ବର୍ଷା । ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ କରାଯାଇଛି। ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଆଜି ଓଡ଼ିଶା ଛୁଇଁବ ମୌସୁମୀ। ଏଥିପାଇଁ ପାଗ ଅନୁକୂଳ ରହିଛି । ଖୋର୍ଦ୍ଧା, କଟକ…

ରାଜ୍ୟରେ ଅଗ୍ରସର ହୋଇଛି ମୌସୁମୀ ବାୟୁ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଜିଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅଗ୍ନିବର୍ଷାରେ ବ୍ରେକ୍‌ ଲାଗିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ପଡ଼ିଛି ପାଗ । ଓଡ଼ିଶାକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦିନେ ଦୁଇ ଦିନରେ କିଛି ଅଞ୍ଚଳକୁ ଛୁଇଁବ । ଗତକାଲି ଦକ୍ଷିଣ ଓଡ଼ିଶାର ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି…

୨୦ ତାରିଖରୁ କମିବ ତାତି ! ୨୨ ପରଠୁ ପ୍ରବଳ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଖରା ତାତି ଓ ମୌସୁମୀ ଅପେକ୍ଷା ଭିତରେ ବଡ଼ ଆଶ୍ୱସ୍ତି । ଓଡ଼ିଶାରେ ୨୦ ତାରିଖରୁ କମିବ ତାତି । ପାଣିପାଗ କେନ୍ଦ୍ରର ଆକଳନ, ଜୁନ୍‌ ୨୧ରୁ ବଢିବ ବର୍ଷାର ବିସ୍ତତି । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି । ୨୨ ତାରିଖରେ କିଛି…