Browsing Tag

rainy season

ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଅସ୍ଥାୟୀ ରାସ୍ତା, କେମିତି ଯିବେ ଚିନ୍ତାରେ ଗ୍ରାମବାସୀ

ଗଞ୍ଜାମ: ଲଗାଣ ବର୍ଷା ରେ ଭାଙ୍ଗିଯାଇଛି ଅସ୍ଥାୟୀ ରାସ୍ତା, ଆଉ ବିପଦ ଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକ ମାନେ । ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ଆଜ୍ଞା ଏ ଖୋଦ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ମୌଳାଭଂଣଜାର ଯିବା ରାସ୍ତାର ଦୃଶ୍ୟ । କିଏ ହାତକୁ ହାତ ଛନ୍ଦି ଯାଉଛି, ଆଉ…

ବର୍ଷା ଆରମ୍ଭ ହେବା ମାତ୍ରେ କାହିଁକି କଟିଯାଏ ବିଦ୍ୟୁତ? ଜାଣନ୍ତୁ ଏହା ପଛର କାରଣ

ଏକବିଂଶ ଶତାବ୍ଦୀରେ, ଆମେ ଡିଜିଟାଲ୍ ଯୁଗ ଆଡକୁ ଗତି କରୁଛୁ । ଆମ ଚାରିପାଖରେ ସମସ୍ତେ ନୂଆ ଟେକ୍ନୋଲୋଜି ଦ୍ୱାରା ଘେରି ରହିଛନ୍ତି । ଆମେ ଦୈନନ୍ଦିନ ଜୀବନରେ ଅନେକ ଟେକ୍ନୋଲୋଜିର ବ୍ୟବହାର କରୁଛୁ । ଆଜିର ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ଏବଂ ସ୍ମାର୍ଟ ୱାଚ୍ ଅଛି । ଏହା…

ବର୍ଷାରେ ସ୍କିନ୍‌ରୁ ପିମ୍ପଲ୍ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରିବ ଏହି ୪ଟି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର

ମୌସୁମୀ ସମୟରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ସ୍କିନ୍‌ର ଟିକିଏ ଅଧିକ ଯତ୍ନ ନେବା ଉଚିତ । ବାସ୍ତବରେ, ଏହି ସମୟ ମଧ୍ୟରେ ଅଧିକାଂଶ ଲୋକଙ୍କର ପିମ୍ପଲ୍ ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ଯଦି ବର୍ଷାରେ ଆପଣ ନିଜ ସ୍କିନ୍‌ର ଯତ୍ନ ନେଉନାହାନ୍ତି, ତେବେ…

ଝଡ଼ ବର୍ଷାରେ ଏସି-କୁଲର ଚଲାଇବା କେତେ ସୁରକ୍ଷିତ ?

ଆରମ୍ଭ ହୋଇଛି ବର୍ଷା ଋତୁ । ଆଉ ଏହି ଦିନ ରେ ବର୍ଷା ସହ ଝଡ ତୋଫାନ ମଧ୍ୟ ଅନେକ ସମୟରେ ହୋଇଥାଏ । କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବ । କିନ୍ତୁ ବର୍ଷା ଯୋଗୁଁ ଘରେ ଆର୍ଦ୍ରତା ବଢିଯାଏ । ଏଭଳି ପରିସ୍ଥିତିରେ ଏୟାର କଣ୍ଡିସନର କୁଲର ଭଳି ମେସିନ ହିଁ ଆମକୁ ଆର୍ଦ୍ରତାରୁ ରକ୍ଷା କରିଥାଏ…

ବର୍ଷା ଦିନ ପାଇଁ ବେଷ୍ଟ ଡ୍ରିଙ୍କ, ସଂକ୍ରମଣ ଠାରୁ ଦୂରେଇ ରଖିବ

ବର୍ତ୍ତମାନ ବର୍ଷା ଋତୁ ଆସି ସାରିଛି। ଯାହା ପାଇଁ ସଂକ୍ରମଣ ମଧ୍ୟ ଏହି ଦିନରେ ଅଧିକ ବଢ଼ିବାରେ ସମ୍ଭାବନା ରହିଛି। ପୁଣି ଥଣ୍ଡା ଜ୍ବର ମଧ୍ୟ ପ୍ରାୟ ଲୋକଙ୍କୁ ହୋଇଥାଏ। ଏହା ପରେ କରୋନା ମଧ୍ଯ ଦିନକୁ ଦିନ ବୃଦ୍ଧି ପାଉଥିବା ଜଣା ଯାଉଛି। ତେଣୁ ସମସ୍ତଙ୍କୁ ଏଥି ପ୍ରତି ସତର୍କ ରହିବାକୁ ପଡିବ।…

ବର୍ଷା ଦିନରେ ଏହି ସବୁ ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ , ନଚେତ ଏଥିରେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇପାରେ

ବର୍ଷା ଆସିଲେ ରୋଗ ଆସେ , ହେଲେ ଯଦି ଆପଣ ରୋଗବ୍ୟାଧିରୁ ଦୂରେଇ ରହିବାକୁ ଚାହାନ୍ତି ତ ଆପଣଙ୍କ ପାଖରେ ଏକ ଭଲ ଇମ୍ୟୁନି ସିଷ୍ଟମ ହେବା ଉଚିତ୍‌ । ହେଲେ ଭୁଲ୍‌ ଖାଦ୍ୟ ପାନୀୟ କାରଣରୁ ଇମ୍ୟୁନି ସିଷ୍ଟମ ଦୁର୍ବଳ ହୋଇଯାଏ । ଯଦି ଠିକ୍‌ ଖାଦ୍ୟ ପଦାର୍ଥକୁ ନିଜର ଆହାରରେ ସାମିଲ ନକରନ୍ତି ତ ଶରୀର…

ବର୍ଷାଦିନେ ତ୍ୱଚା ଖରାପ ହେଉଥିବାରୁ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ । କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍‌ ଟାଇପ୍‌ ଜାଣିପାରିବେ। କାରଣ ଭିନ୍ନ…

ବର୍ଷାଦିନେ ଖାଆନ୍ତୁ ଏହି ଫଳ, ସଂକ୍ରମଣରୁ ମିଳିବ ମୁକ୍ତି

ସମସ୍ତେ ଏହା ଜାଣିଥାନ୍ତି ଯେ ଫଳ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୃଷ୍ଟି ମିଳିଥାଏ । କେଉଁ ଫଳ ନିୟମିତ ଖାଇବା ଉଚିତ୍ ଏହା ମନେ ରଖିବା ଆବଶ୍ୟକ । କେଉଁ ଋତୁରେ କେଉଁ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।  ବର୍ଷା ଋତୁରେ ଶରୀରକୁ ଅତି ସହଜରେ ରୋଗ ହୋଇଥାଏ । ଏପରି…

ପାହାଡ଼ରେ ବର୍ଷାର ଅନୁଭବ ନେବାକୁ ଚାହାଁନ୍ତି କି, ତା’ହେଲେ ଥରେ ନିଶ୍ଚୟ ବୁଲି ଆସନ୍ତୁ ଏହି ସବୁ ଜାଗା

ମନସୁନରେ ବର୍ଷାର ଦୃଶ୍ୟ ବେଶ୍ ନିଆରା। ଯଦି ଏହି ଋତୁରେ ଆପଣଙ୍କର ବି ବୁଲିବାର ସୌକ ଥାଏ, ତା’ହେଲେ ଥରେ ଭାରତର ଏହି ସବୁ ଜାଗା ସେୟାର କରିବାକୁ ନିଶ୍ଚୟ ଯାଆନ୍ତୁ। ଜାଗାଗୁଡ଼ିକୁ ଦେଖିବା ପାଇଁ ବର୍ଷା ଋତୁର ପାଗ ଛଡ଼ା ଆଉ କୌଣସି ପାଗ ଠିକ୍ ଲାଗିବ ନାହିଁ। ତା’ହେଲେ ଆସନ୍ତୁ ଜାଣିବା କ’ଣ ସେ…