Browsing Tag

raipur

ବାପା ହାତରୁ ଏକ୍ସଲେଟରରୁ ୪୦ ଫୁଟ ତଳକୁ ଖସିପଡିଲା ବର୍ଷକର ଛୁଆ, ରାୟପୁର ସିଟି ସେଣ୍ଟର ମଲରେ ହୃଦୟବିଦାରକ ଘଟଣା

ଛତିଶଗଡ ରାୟପୁର ସିଟି ସେଣ୍ଟର ମଲରେ ହୃଦୟ ବିଦାରକ ଘଟଣା ଘଟିଛି । ମଲରେ ଏକ୍ସଲେଟରରେ ଚଢୁ ଚଢୁ ଗୋଟେ ପୁଅକୁ ସମ୍ଭାଳୁଥିବା ବେଳେ ହାତରୁ ବର୍ଷର ଛୁଆ ଖସିପଡିଥିଲା । ପିଲାଟି ବାପା କୋଳରୁ ଖସି ୪୦ ଫୁଟ ତଳକୁ କଚାଡି ହୋଇପଡିଥିଲା । ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଘଟଣା ଘଟିବା…

ଗ୍ରାଣ୍ଡ ଏଣ୍ଟ୍ରି ବେଳେ ଝୁଲାରୁ ଖସିପଡିଲେ ବରକନ୍ୟା, ତା ପରେ କଣ ହେଲା ଦେଖନ୍ତୁ ଭିଡିଓ

ବର୍ତ୍ତମାନ ବିବାହ ସିଜିନ୍ ଚାଲିଛି । ଏଭଳି ପରିସ୍ଥିତିରେ, ଅନେକ ଲୋକ ସେମାନଙ୍କର ବିବାହକୁ ସ୍ସେଶାଲ୍ ମେମୋରୀ କରି ରଖିବାକୁ ଭିନ୍ନ ଭିନ୍ନ ଯୋଜନା ବି କରୁଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଇଭେଣ୍ଟ କମ୍ପାନୀ ଏବଂ ବିବାହ ଯୋଜନାକାରୀମାନେ ବର ଏବଂ କନ୍ୟାର ପ୍ରବେଶ ବିଷୟରେ ଲୋକଙ୍କ ନିକଟରେ…

ଜୁଇରୁ ଜୀଇ ଉଠିଲେ ୭୫ ବର୍ଷ ବୟସ୍କ ମହିଳା

ରାୟପୁର : ଛତିଶଗଡ଼ ରାୟପୁରରେ ଘଟିଛି ଏହି ଅଜବ ଘଟଣା । ଅବଶ୍ୟ ଏହା କୌଣସି ଅଲୌକିକ ଘଟଣା ନୁହେଁ । ଡାକ୍ତରଙ୍କ ଅବହେଳାର କାରଣ । ରାୟପୁରର ସବୁଠାରୁ ବଡ଼ ଡାକ୍ତରଖାନା ଆମ୍ବେଦକର ହସପିଟାଲରେ ଡାକ୍ତର ଜଣେ ୭୫ ବର୍ଷ ବୟସ୍କା ମହିଳାଙ୍କୁ ମୃତ ଘୋଷଣା କଲେ । ଏହାପରେ ତାଙ୍କ ସମ୍ପର୍କୀୟମାନେ…