Browsing Tag

rairangpur news

ମଣଦା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସହାୟତାରେ ଚାଷୀଙ୍କୁ ପାଣି ସିଞ୍ଚନ ଯନ୍ତ୍ର ପ୍ରଦାନ

ରାଇରଙ୍ଗପୁର(କେନ୍ୟୁଜ୍‌) : ମଣଦା ବନାଞ୍ଚଳ ଅଧୀନ ଦୁଇଟି ଗ୍ରାମ କେଶାମ ଏବଂ କିତାବେଡାର ୫ ଜଣ ଚାଷୀଙ୍କୁ ପାଣି ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯାଇଛି । ଉଦ୍ୟାନ ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY) ଦ୍ୱାରା ସଂଯୋଗୀକରଣ ମାଧ୍ୟମରେ ଚାଷୀଙ୍କୁ ଏହି ଯନ୍ତ୍ର ପ୍ରଦାନ…

ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ସେକ୍ସ ନିଶା, ଯୁବତୀଙ୍କୁ ଆଣି ସ୍ତ୍ରୀ ସାମ୍ନାରେ କରୁଥିଲେ ସେକ୍ସ

ରାଇରଙ୍ଗପୁର : ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ସେକ୍ସ ନିଶା। କଲେଜ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଆସିଛି ସଙ୍ଗିନ ଅଭିଯୋଗ। ସ୍ତ୍ରୀ ଥାଉ ଥାଉ କଲେଜର ଯୁବତୀଙ୍କୁ ଘରକୁ ଆଣି ସ୍ତ୍ରୀ ସାମନାରେ କରୁଥିଲେ ସେକ୍ସ । ବିରୋଧ କରିବାରୁ ସ୍ତ୍ରୀଙ୍କୁ ମିଳୁଥିଲା ଧମକ। ସ୍ତ୍ରୀଙ୍କୁ ମଧ୍ୟ ତାଙ୍କ…

ଦ୍ରୁତ ଗତି ମହା ବପତ୍ତି : ଟ୍ରାଫିକ୍ ନିୟମ ନମାନି ଗଲା ଯୁବକର ଜୀବନ

ରାଇରଙ୍ଗପୁର: ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦାମୁଡ଼ିଗୋଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଇକରେ ୩ଜଣ ବସି ସୁଲେଇପାଟରୁ ଘରକୁ ଫେରୁଥିବା ବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦାମୁଡ଼ିଗଡା ଠାରେ ରାତି ପ୍ରାୟ ୮ଟା ବେଳେ ପୋଲିସ୍ ହାବୁଡ଼ରେ…

ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡି ଛାରଖାର…

 ରାଇରଙ୍ଗପୁର: ଭୟାବହ ଅଗ୍ନିକାଣ୍ଡ। ଜଳିପୋଡି ଛାରଖାର ହୋଇଗଲା ୫ ଦୋକାନ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ନିଆଁ ଲାଗିଛି। କମ୍ଲେକ୍ସରେ ଥିବା ୫ଟି ଯାକ ବଡ ଦୋକାନରେ ନିଆଁ ଲାଗିଛି। ଫଳରେ ଦୋକାନରେ ଥିବା ଜିନିଷପତ୍ର ସବୁ…

ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବେ ରାଇରଙ୍ଗପୁର ଛାତ୍ର ପ୍ରଭଞ୍ଜନ ମଣ୍ଡଳ, ଜାତୀୟ ସେବା ଯୋଜନା ଦିବସରେ ଗ୍ରହଣ…

ରାରଙ୍ଗପୁର: ମୟୁରଭଞ୍ଜ ପାଇଁ ଜାତୀୟ ସ୍ତରରେ ସମ୍ମାନ ଆଣିଛନ୍ତି ରାଇରଙ୍ଗପୁରର ଛାତ୍ର ପ୍ରଭଞ୍ଜନ ମଣ୍ଡଳ । ଚଳିତ ବର୍ଷ ଜାତୀୟ ସେବା ଯୋଜନାରେ (NSS) ସମ୍ମାନିତ ହେବା ପାଇଁ ମନୋନୀତ ହୋଇଛନ୍ତି ପ୍ରଭଞ୍ଜନ । ସେପ୍ଟେମ୍ବର ୨୪ ଅର୍ଥାତ ଜାତୀୟ ସେବା ଯୋଜନା ଦିବସରେ ଭାରତର ମହାମହିମ…

ଶୌଚ ଯିବା ବାହାନାରେ କଏଦୀ ଫେରାର, ବହୁ ଖୋଜାଖୋଜି ପରେ ନିରାଶ ଜେଲ କର୍ମଚାରୀ

ରାଇରଙ୍ଗପୁର : ୨୦୧୬ରୁ ରାଇରଙ୍ଗପୁର ସବ୍ ଜେଲରେ ଆଜୀବନ ସଜା କାଟୁଥିବା କଏଦୀ ଡମାନ ମାର୍ଣ୍ଡି ଚମ୍ପଟ ମାରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏକ ହତ୍ୟା ମାମଲାରେ ଅଦାଲତ ତାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । କଏଦୀ ଡମାନଙ୍କ ଯକ୍ଷ୍ମା ରୋଗ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ…

ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲା, ଏବେ ଅସହ୍ଯ ଯନ୍ତ୍ରଣାରେ ଖଟିଆରେ ପଡି ଜୀବନ ସହ ସଂଗ୍ରାମ କରୁଛି ମୋ ପୁଅ

ରାଇରଙ୍ଗପୁର: ଆଖିରେ ଆଖିଏ ସ୍ଵପ୍ନ , ଦେହରେ ଯନ୍ତ୍ରଣାର କୋହ । ସମସ୍ତେ ନିରୁପାୟ । ଦିନକୁ ଦିନ ବଢିଚାଲିଛି ଯନ୍ତ୍ରଣା। ଚାଲିହେଉନାହି କି କୌଣସି କାମ ବି କରିହେଉନାହି I ଘରେ ଯାହା ବି ସମ୍ବଳ ଥିଲା ସବୁ ଚିକିତ୍ସାରେ ସରିଗଲା । ଅଧିକ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ I ଦିନେ କି ଦୁଇ ଦିନ…