Browsing Tag

raises expenditure limit

ଦରଦାମ୍ ବୃଦ୍ଧି ଯୋଗୁ ଚିନ୍ତାରେ ଥିଲେ ଆପଣାନ୍ତୁ କିଛି ସହଜ ଉପାୟ, କମିଯିବ ଅନେକ ଖର୍ଚ୍ଚ

ବର୍ତ୍ତମାନ ଦେଶରେ ଯେଭଳି ଭାବେ ବେକାରୀ ଓ ଦରଦାମ୍‌ ବୃଦ୍ଧି ହେଉଛି ତାହା ଯେ ଆଉ ନିୟନ୍ତ୍ରଣ ହୋଇପାରିବ ନାହିଁ, ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏ ସମସ୍ୟାର ସମାଧାନ ଆଦୌ ସହଜ ନୁହେଁ କି ସ୍ୱଳ୍ପ ସମୟ ମଧ୍ୟରେ ଏହାକୁ କିଛିଟା ନିୟନ୍ତ୍ରଣ କରିବାର କ୍ଷମତା ବି କାହା ପାଖରେ ନାହିଁ। ଗ୍ରାମ୍ୟ…

ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା: ଜାଣନ୍ତୁ କେଉଁ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରିପାରିବେ । ସେହିପରି ଭୋଟ୍‌ ଗ୍ରହଣ ସମୟ ସୀମା ବି ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ମତଦାନ…