ରାଜକପୁରଙ୍କ ମୁମ୍ବାଇ ବଙ୍ଗଳାକୁ ୧୦୦ କୋଟି ଟଙ୍କାରେ କିଣିଲା ଗୋଦରେଜ ଭୂ-ସତ୍ତ୍ୱ ବିଭାଗ, କରିବ ୫୦୦ କୋଟି ଟଙ୍କାର…
ମୁମ୍ବାଇ : ଗୋଦରେଜ ପ୍ରପଟିଜ୍(ଭୁସମ୍ପତ୍ତି) ଲିମିଟେଡ କିଣିଲା କିମ୍ବଦନ୍ତୀ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ ମୁମ୍ବାଇ ଚେମ୍ବୁର ସ୍ଥିତ ବଙ୍ଗଳା । ଏହାକୁ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିବା ସହ ଏଠାରେ ବିଳାସପୂର୍ଣ୍ଣ ହାଉସିଂ ପ୍ରୋଜେକ୍ଟ କରିବ ବୋଲି ଜଣାପଡିଛି । କମ୍ପାନୀ…