ଶିଳ୍ପା ସେଟ୍ଟି ଓ ରାଜ୍ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି, ଖାଲି କରିବେନି ଘର ଓ ଫାର୍ମହାଉସ୍
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଦମ୍ପତିଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ । ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଘର ଖାଲି କରିବା ପାଇଁ ଶିଳ୍ପା ଓ ରାଜଙ୍କୁ ନୋଟିସ୍…