Browsing Tag

raj kundra arrested

ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ସମସ୍ତ ଆର୍ଟିଷ୍ଟଙ୍କୁ ନ୍ୟାୟ ଦେବା ପାଇଁ ଶର୍ଲିନଙ୍କ ଇଚ୍ଛା

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫୀ ମୁଭିରେ ସଂପୃକ୍ତ ଥିବା ସମସ୍ତ ସେଲିବ୍ରେଟିଙ୍କୁ ପୋଲିସ ପଚରାଉଚରା କରୁଛି । ଘଟଣାର ସତ୍ୟତା ବାହାର କରିବା ପାଇଁ ମୁମ୍ବାଇ ପୋଲିସ ଯଥା ସମ୍ଭବ ଚେଷ୍ଟା ଚଲାଇଛି । ଏହି କେସରେ ଓଡ଼ିଶାର କିଛି କଳାକାର ସାମିଲ ଥିବା ବେଳେ ଅନେକ ବଲିଉଡ଼ ଅଭିନେତ୍ରୀ ମଧ୍ୟ…

ରାଜ କୁନ୍ଦ୍ରାଙ୍କ ଗିରଫ ପରେ ମୁହଁ ଖୋଲିଲେ ସୋମି ଅଲୀ, କହିଲେ ପର୍ଣ୍ଣ ଇଣ୍ଡଷ୍ଟ୍ରୀ ପ୍ରଫେସନ, କୌଣସି ଜବରଦସ୍ତିରେ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ (ପର୍ଣ୍ଣ) ମାମଲାରେ ମୁମ୍ବାଇ ପୋଲିସ ଗିରଫ କରି ୧୪ ଦିନ ନ୍ଯାୟିକ ହେପାଜତରେ ରଖିଛି। ତାଙ୍କ ଉପରେ ପର୍ଣ୍ଣ କଣ୍ଟେଣ୍ଟ ପ୍ରଡକ୍ସନ ଏବଂ ବିତରଣକୁ ନେଇ ମାମଲା ହୋଇଛି । ଏହାକୁ ନେଇ ଅଭିନେତ୍ରୀ ସୋମି ଅଲୀ ନିଜର…

ବଢ଼ିଲା ରାଜ କୁନ୍ଦ୍ରାଙ୍କ ଚିନ୍ତା, ଆଉ ୧୪ ଦିନ ପୋଲିସ୍‌ ହାଜତରେ ରହିବେ

ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି । ପୁଣି ୧୪ ଦିନ ପୋଲିସ୍‌ ହାଜତରେ ରହିବେ ରାଜ । ରାଜ କୁନ୍ଦ୍ରାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କିଲା କୋର୍ଟ । ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗରେ…

ରାଜ୍ୟରେ ହଲଚଲ: ରାଜ କୁନ୍ଦ୍ରାଙ୍କ ଡାର୍ଟି ପିକଚରରେ ଓଡ଼ିଆ ଅଭିନେତା, ଫସିଛନ୍ତି ଆଉ ଅନେକ

କେନ୍ଯୁଜ୍: ପର୍ଣ୍ଣ ଭିଡ଼ିଓ ପ୍ରସ୍ତୁତ କରିବା ନେଇ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଚର୍ଚ୍ଚା ଜୋର୍‌ । କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମରେ କିଛି ଓଡ଼ିଆ ଅଭିନୟ କରିଥିବା ସୂଚନା ମିଳିବା ପରେ ରାଜ୍ୟରେ ହଲଚଲ ସୃଷ୍ଟି ହୋଇଛି । ଓଡ଼ିଶାର ଅନେକ…

ମୁମ୍ବାଇ କ୍ରାଇମବ୍ରାଞ୍ଚ: ରାଜ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ଗୁପ୍ତ ଅଲମାରୀ

ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତକୁ ଅଧିକ ଶକ୍ତ କରିଦେଇଛନ୍ତି । ଏବେ କ୍ରାଇମବ୍ରାଞ୍ଚକୁ ରାଜ କୁନ୍ଦ୍ରାଙ୍କ ଅଫିସରୁ ଏକ ସିକ୍ରେଟ ବା ଗୁପ୍ତ ଅଲମାରୀ ପାଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ରାଜ କୁନ୍ଦ୍ରାଙ୍କ ଅଫିସକୁ କ୍ରାଇମବ୍ରାଞ୍ଚ…

ପର୍ଣ୍ଣ ଫିଲ୍ମ ବିଜିନେସ ମାଧ୍ୟମରେ ପ୍ରତିଦିନ ରାଜଙ୍କ ପକେଟକୁ ଆସୁଥିଲା ୮ ଲକ୍ଷ ଟଙ୍କା

ବିଜିନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ହାତରେ ପର୍ଣ୍ଣ ଭିଡି଼ଓ କରି ଟଙ୍କା ରୋଜଗାର କରିବା ଅଭିଯୋଗ ଆସିଛି । ଜୁଲାଇ ୨୩  ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ ରାଜ । ମୁମ୍ବାଇ ପୋଲିସର କହିବା ଅନୁଯାୟୀ ପର୍ଣ୍ଣ ଭିଡିଓ କରି କେତେକ ଆପରେ ପବ୍ଲିସ କରିବାରେ ମାହିର ଥିଲେ ରାଜ କୁନ୍ଦ୍ରା ।…

୧୮ଟି କମ୍ପାନୀର ମାଲିକ ଥିଲେ ରାଜ, ୨୩ଟି ଇଣ୍ଡଷ୍ଟ୍ରିର ଡ଼ାଇରେକ୍ଟର ଅଛନ୍ତି ଶିଳ୍ପା

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ପୋନୋଗ୍ରାଫିକ ଭିଡିଓ ନିର୍ମାଣ କରି ଆପରେ ପକେଇବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । ସୂଚନା ମୁତାବକ ଆସନ୍ତା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ରାଜ ପୋଲିସ ହେପାଜତରେ ରହିବେ । ଏହି ବିବାଦ ପଛରେ "ଆର୍ମ ପ୍ରାଇସ ମିଡିୟା"ର ନାଁ…

ସ୍ୱାମୀଙ୍କ ଗିରଫ ପରେ ରିଆଲିଟି ସୋ’ରେ ନଜର ଆସିବେନି ଶିଳ୍ପା ସେଟ୍ଟୀ

ଶିଳ୍ପା ସେଟ୍ଟୀ ସୁପର ଡ୍ୟାନ୍ସ ଚ୍ୟାପଟର-୪ରେ ଆଉ ଆସିବେନି ନଜର। ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଲୀଳ କଣ୍ଟେଟ ମାମଲାରେ ଗିରଫ ହେବା ପରେ ଶିଳ୍ପା ରିଆଲିଟି ସୋ'ରେ ଆଉ ନଜର ଆସିନଥିଲେ। ଏବେ ଖବର ଆସିଛି ଯେ, ରିଆଲିଟି ସୋ'ରେ ଶିଳ୍ପାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତ୍ରୀ ଆସିବେ। ରିପୋର୍ଟରୁ…

ଅଶ୍ଳୀଳ କଣ୍ଟେଣ୍ଟ ମାମଲାରେ ରାଜ କୁନ୍ଦ୍ରା ହେଲେ ଗିରଫ, ଦୋଷୀ ସାବ୍ୟସ୍ତ ହେଲେ ମିଳିବ ବଡ଼ ଦଣ୍ଡ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ରାଜ କୁନ୍ଦ୍ରା ଅଶ୍ଳୀଳ କଣ୍ଟେଣ୍ଟ ବା ପୋର୍ନୋଗ୍ରାଫିକ କଣ୍ଟେଟ ବନାଇବାର ଅଭିଯୋଗ ମୁମ୍ବାଇ ପୋଲିସ ପାଖରେ ଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ ବରଂ ଏହି କଣ୍ଟେଟକୁ…

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ, ଅଭିଯୋଗ ଜାଣିଲେ ଚକିତ ହେବେ

ମୁମ୍ବାଇ : ମୁମ୍ବାଇର ବର୍ଷା ପାଗରେ ଗରମ ଗରମ ଖବର । ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ତାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ତିଆରି କରିବାର ଅଭିଯୋଗ ଥିଲା । ଗତ ଫେବୃଆରୀରେ ଏହି ଅଭିଯୋଗ ଆସିଥିଲା ଯେ ସେ ଅଶ୍ଳୀଳ ଫିଲ୍ମ…