ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା
ଯାଜପୁର(କେନ୍ୟୁଜ୍) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍ ଧାମ୍ ରେ ଏଥର ସବୁଠି ପାଳିତ ହୋଇଯାଇଛି ରଜ । ପିଠା, ପାନ, ଦୋଳିର ମଜା ନେଉଥିବା ବେଳେ ନାଚ ଗୀତ ମସଗୁଲ୍ ହୋଇଯାଇଥିଲେ ଯାଜପୁର ବାସୀ । ଏହାରି ଭିତରେ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା କଳ୍ପତରୁ ଦାସ ନେସନାଲ…