Browsing Tag

raja festival

ଆଜି ଶେଷ ରଜ, ଆସନ୍ତାକାଲି ବସୁମତି ସ୍ନାନ: ଗାଁରୁ ସହର ଘରେ ଘରେ ପିଠାପଣାର ମହକ

ଭୁବନେଶ୍ୱର(କେନ୍ୟୁଜ): ଭିଜାମାଟିର ବାସ୍ନା। ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ ପାଳିତ। ଆଜି ଶେଷ ରଜ। ଆସନ୍ତାକାଲି ବସୁମତି ସ୍ନାନ। ଗାଁରୁ ସହର ଘରେ ଘରେ ପିଠାପଣାର ମହକ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ…

 ଆଜି ରଜ ପର୍ବର ଦ୍ବିତୀୟ ଦିନ, ନୂଆ ପୋଷାକ ପିନ୍ଧି ଶୃଙ୍ଗାର କରି ଧୂମଧାମରେ ପାଳନ କରୁଛନ୍ତି କୁଆଁରୀ ଝିଅ

କେନ୍ୟୁଜ୍(ବ୍ୟୁରୋ):  ଭିଜାମାଟିର ବାସ୍ନା। ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ ପାଳିତ। ଆଜି ରଜ ସଂକ୍ରାନ୍ତି। ଗାଁରୁ ସହର ପୋଡ଼ପିଠାରେ ମହକୁଛି ପରିବେଶ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ ଉଠାଉଛନ୍ତି…

ବସୁମତୀ ସ୍ନାନରେ ଶେଷ ହୁଏ ରଜ ପର୍ବ, ମହାଲକ୍ଷ୍ମୀଙ୍କ ନାଁରେ କରାଯାଏ ବସୁମତୀ ସ୍ନାନ, ଜାଣନ୍ତୁ ପୂଜା ବିଧି

ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ ୫ ଦିନ ଧରି ପାଳିତ ହେଉଥିବା ଏହି ପର୍ବର ଶେଷ ଦିନକୁ ବସୁମତୀ ସ୍ନାନ କୁହାଯାଏ। ବିଶ୍ୱାସ ରହିଛି, ରଜ ତିନିଦିନ ରଜବତୀ ଥିବା ଧରିତ୍ରୀ ମାଆ ଏହି ସମୟରେ ବିଶ୍ରାମ କରିଥାନ୍ତି। ରଜରେ କୌଣସି ବି କୃଷି କାର୍ଯ୍ୟ କରାଯାଏ ନାହିଁ। ୫ମ ଦିନ ରଜରେ…

ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ…ରଜକୁ ଖାସ କରିଥାଏ ରଜ ଦୋଳି, ସମସ୍ତେ ନିଅନ୍ତି ଏହାର ମଜା

ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ.. ରଜରେ ଦୋଳିର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଦୋଳି ନ ଖେଳିଲେ ସତେ ଯେମିତି ରଜ ଅଧା ଅଧା ଲାଗିଥାଏ। ଗାଁ ବରଗଛରେ ଝୁଲୁଥାଏ ଏକାଧିକ ରଜ ଦୋଳି। କେଉଁଟା ଫୁଲରେ ସଜା ହୋଇଥାଏ ତ କେଉଁଟା ବାଉଁଶରେ ତିଆରି…

କଂକ୍ରିଟ ଜଙ୍ଗଲରେ ନାହିଁ ସେହି ମାଟିର ବାସ୍ନା, ନାହିଁ ରଜ ଦୋଳି… ପାଶ୍ଚାତ୍ୟ ଜୀବନଶୈଳୀରେ ସବୁକିଛି…

'ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ'...ରଜ ଆସିଲେ ଏହି ଗୀତରେ ଉଛୁଳି ପଡ଼େ ଗାଁ ଦାଣ୍ଡ। କୁଆଁରୀ ଝିଅମାନେ ରଜ ଗୀତ ଗାଇ ଖେଳି ଥାଆନ୍ତି ଦୋଳି। ଗାଁ ବରଗଛରେ ଝୁଲୁଥାଏ ଏକରୁ ଅଧିକ ରଜ ଦୋଳି। ରଜ ପାନ, ପୋଡ଼ପିଠା ଖାଇ ଆବାଳବୃଦ୍ଧବନିତା ହସଖୁସିରେ…

ଏଥର ଫିକା ପଡ଼ିଛି ରଜ, ହେଲେ କମିନି ଉତ୍ସାହ! କରୋନା କଟକଣା ଭିତରେ ଆଜି ପାଳିତ ହେଉଛି ପହିଲି ରଜ

ରଜ ଓଡ଼ିଶାର ଏକ ମୁଖ୍ୟ ଗଣପର୍ବ। ଏହାକୁ ସାଂସ୍କୃତିକ ପର୍ବ ମଧ୍ୟ କୁହାଯାଏ। ରଜ ଶବ୍ଦଟି ଓଡିଶାକୁ ଉତ୍ସବମୁଖର କରିଥାଏ, ଯାହାକୁ ଆମେ ଧରିତ୍ରୀ ମାଆର ଋତୁସ୍ରାବ ପର୍ବ ଭାବେ ପାଳନ କରିଥାଉ। ଏହି ପର୍ବକୁ ଓଡ଼ିଶାର ସମସ୍ତ ଝିଅ ଉଲ୍ଲାସର ସହିତ ଅପେକ୍ଷା କରିଥାନ୍ତି। ଆଜି ହେଉଛି ରଜର ପ୍ରଥମ ଦିନ…

ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍‌ : ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳମୟ ଜୀବନ କାମନା କରିଛନ୍ତି । ସେହିପରି ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ…

ବନସ୍ତେ ଡାକିଲା ଗଜ, ଆସିଛି ରଜ ସଜବାଜ…ଆଜି ହେଉଛି ସଜବାଜ, ପୁରପଲ୍ଲୀ ଉତ୍ସବମୁଖର

ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ଏହି ସବୁ ପର୍ବ ମଧ୍ୟରୁ ରଜ ପର୍ବ ଟିକିଏ ନିଆରା, ଆଉ ଟିକିଏ ଭିନ୍ନ। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ, ସବୁଠି ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଏ ରଜ। ରଜ ଆସିଲେ ମହକି ଉଠେ ଗାଁଗଣ୍ଡା,…

ଆଗରେ ବନ୍ଦ କିନ୍ତୁ ଭିତରେ ଖୋଲା, ପୋଲିସ ଚଢ଼ାଉ କରି ଦୋକାନ ସିଲ୍‌ କରିବା ସହ ଲଗାଇଲା ଭାରି ଜରିମାନା

ଭୁବନେଶ୍ୱର (କେନ୍ୟୁଜ) : ମହଙ୍ଗା ପଡିଲା କୋଭିଡ୍‌ ନିୟମ ଉଲ୍ଲଂଘନ । ରଜ ପାଇଁ କିଣାକିଣି ଚାଲିଥିବାବେଳେ ଦୋକାନ ସିଲ୍‌ କଲା ପୋଲିସ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ ନିକଟରେ ଥିବା ସଗୁନ ଲୁଗା ଦୋକାନରେ ପୋଲିସର ଚଢାଉ। ଦୋକାନ ମାଲିକଙ୍କ ସହ ୨ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। କୋଭିଡ୍‌ ନିୟମ…

ଜାଣନ୍ତୁ ରଜ ପର୍ବ ପରେ କାହିଁକି ପାଳନ କରାଯାଏ ବସୁମତୀ ସ୍ନାନ

ରଜକୁ ଓଡିଶାର ପାରମ୍ପରିକ ଓ ଗଣପର୍ବ କୁହାଯାଏ। ଏହା ଗାଁ ଗହଳି ଠାରୁ ଆରମ୍ଭ କରି ସହର ଚାରିଆଡେ ପାଳନ କରାଯାଏ। ଏହି ପର୍ବ ସାଧାରଣତଃ ଚାରି ଦିନ ଧରି ପାଳନ ହୋଇଥାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମି ଦହନ ଏବଂ ଚତୁର୍ଥ ତଥା ଅନ୍ତିମ ଦିନକୁ…

ଦୋଳି ଓ ପିଠା ଖିଆ ମଉଜର ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି

ରଜ ଓଡିଶାର ଏକ ପାରମ୍ପାରିକ ଓ ଗଣପର୍ବ। ଏହା ତିନି ଦିନ ଧରି ପାଳନ କରାଯାଏ। ପ୍ରଥମ ଦିନ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତ୍ତୀୟ ଦିନ ଭୂମି ଦହନ। ଏହି ତିନି ଦିନ ରଜରେ ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଦିନ ମିଥୁନ ମାସ ଆରମ୍ଭ ହୋଇଥାଏ। ଅର୍ଥାତ ଆଷାଢ ମାସ (ବର୍ଷା ଋତୁ) ଆରମ୍ଭ ।…

ରଜରେ କାହିଁକି ଖାଆନ୍ତି ପାନ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଭାରତୀୟ ସଂସ୍କୃତିରେ ପୁରପଲ୍ଲୀରେ ପର୍ବପର୍ବାଣୀ ଗୁଡିକ ଗୁରୁତ୍ୱ ବହନ କରିଥାଏ । ବିଶେଷକରି ଆମ ପରମ୍ପରାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଓଡିଆମାନଙ୍କର ରଜ ପର୍ବ ଏକ ଶ୍ରେଷ୍ଠ ପର୍ବ ଭାବେ ପରିଚିତ । ଏହି ରଜ ପର୍ବ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ଯନ୍ତ ସବୁଠି…