Browsing Tag

raja parba

ଆଗକୁ ଆସୁଛି ରଜ ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ

କୁହାଯାଏ ଓଡିଆ ଘରେ ବାର ମାସରେ ତେର ପର୍ବ। ପ୍ରତ୍ଯେକ ପର୍ବ ପାଳନ ପଛରେ କିଛି ନା କିଛି ମହତ୍ତ୍ବ ଓ ପରମ୍ପରା ରହିଥାଏ। ସେହିଭଳି ଅନେକ ପର୍ବ ମଧ୍ଯରେ ଜୁନ୍ ମାସରେ ପାଳନ କରାଯାଉଥିବା ପର୍ବ ହେଉଛି ଓଡିଶାର ପାରମ୍ପାରିକ ଗଣ ପର୍ବ ‘ରଜ’। ଏହି ପର୍ବ ମୁଖ୍ଯତଃ କୁଆଁରୀ କନ୍ଯାମାନଙ୍କ ପର୍ବ। ରଜ…

ଇଂଲଣ୍ଡରେ ମିଲଟନ କେନିଜ ଓଡ଼ିଆ ସୋସାଇଟି ପକ୍ଷରୁ ଧୂମଧାମରେ ପାଳିତ ହୋଇଛି ରଜ ପର୍ବ

କେନ୍ୟୁଜ୍: କେବଳ ଓଡ଼ିଶା କିମ୍ବା ଦେଶରେ ନୁହେଁ ସୁଦୂର ବିଦେଶରେ ବି ଧୂମଧାମରେ ପାଳିତ ହୋଇଛି ରଜ ପର୍ବ । ଇଂଲଣ୍ଡର ମିଲଟନ କେନିଜ ଓଡ଼ିଆ ସୋସାଇଟି ପକ୍ଷରୁ ଅଷ୍ଟମ ରଜ ଉତ୍ସବକୁ ଧୂମଧାମରେ ପାଳିଛନ୍ତି ସେଠାରେ ରହୁଥିବା ଓଡ଼ିଆ । ମିଲଟନ କେନିଜରେ ରହୁଥିବା ୧୦୦ରୁ ଅଧିକ ଓଡ଼ିଆ ପରିବାର ପ୍ରତିବର୍ଷ…