ପୋଖରୀରେ କୁମ୍ଭୀର, ମାଛ ଘେରିରୁ ଧରିଲେ ଗାଁଲୋକ
ରାଜନଗର( କେନ୍ୟୁଜ): ମାଛ ବଦଳରେ ଜାଲରେ ପଡିଲା କୁମ୍ଭୀର । କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ରାଜନଗର ପେଣ୍ଠ- ଖଣ୍ଡମରା ରାସ୍ତା ନିକଟରେ ଥିବା ପୋଖରୀରୁ କୁମ୍ଭୀରକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ ।
ଖବର ଅନୁଯାୟୀ ପୋଖରୀରେ ଫାଶ ବସେଇ ଥିବା ବେଳେ ପେଣ୍ଠ ମାଛ…