Browsing Tag

rajasthan news

ଅବସର ପରେ ଶିକ୍ଷକଙ୍କୁ ହାତୀ ପିଠିରେ ବସି ବୁଲାଇଲେ ପୂରା ଗାଁ, ସାମିଲ ହେଲେ ପିଲାଠୁ ବୁଢ଼ା; ବିଦାୟୀ ଶିକ୍ଷକ ମଧ୍ୟ…

ଗୁରୁଙ୍କୁ ଭଗବାନଙ୍କ ସମାନ ଆଖ୍ୟା ଦିଆଯାଇଛି। ଯଦିଓ ପରିବର୍ତ୍ତିତ ସମୟ ଏବଂ ଆଧୁନିକତା ସହିତ ଏବେ ଗୁରୁ-ଶିଷ୍ୟଙ୍କ ସମ୍ପର୍କ ମଧ୍ୟ ବଦଳୁଛି ଏବଂ ଏଥିରେ ପୂର୍ବ ପରି କୌଣସି କଥା ଦେଖିବାକୁ ମିଳୁନାହିଁ। ହେଲେ ତଥାପି ଏବେ ଅନେକ ଲୋକ ଏମିତି ଅଛନ୍ତି, ଯେଉଁମାନେ ଶିକ୍ଷକ ବା ଗୁରୁଙ୍କୁ ଭଗବାନଙ୍କ…

ମହିଳାଙ୍କୁ ତଳେ ପକାଇ ବିଧା, ଗୋଇଠା ମାରି ଚାଲିଲେ ସ୍ୱାମୀ ଓ ଶ୍ୱଶୁର, ପୁଣି ଚୁଟି ଧରି ଘୋଷାଡ଼ି ନେଲେ! ଭିଡିଓ ଭାଇରାଲ…

ରାଜସ୍ଥାନର ବାଡମେରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ନିଜ ସ୍ୱାମୀ ଓ ଶ୍ୱଶୁରଙ୍କଠାରୁ ଅତି ଦୟନୀୟ ଭାବେ ମାଡ଼ ଖାଉଛନ୍ତି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ବାଡମେରରେ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର…

କରୋନାରେ ହୋଇଗଲା ବାପାଙ୍କ ମୃତ୍ୟୁ, ଦୁଃଖରେ ଭାଙ୍ଗିପଡ଼ି ଜଳନ୍ତା ଚିତା ଆଗକୁ ଡେଇଁ ପଡ଼ିଲା ଝିଅ

ରାଜସ୍ଥାନର ବାରମେର ଜିଲ୍ଲାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ କରୋନାରେ ବାପାଙ୍କ ମୃତ୍ୟୁ ହୋଇଯିବାରୁ ଝିଅ ଦୁଃଖରେ ଭାଙ୍ଗିପଡ଼ି ଜଳନ୍ତା ଚିତା ଆଗକୁ ଡେଇଁ ପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରି ସରକାରୀ ହସ୍ପିଟାଲରେ…

ହୃଦୟବିଦାରକ: ନାତିକୁ କରୋନା ଭାଇରସଠୁ ବଞ୍ଚେଇବା ପାଇଁ ଜେଜେ-ଜେଜେମା କରି ଦେଲେ ଆତ୍ମହତ୍ୟା, ୨ ଦିନ ତଳେ ହୋଇଥିଲେ…

ରାଜସ୍ଥାନର କୋଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ବୃଦ୍ଧ ଦମ୍ପତି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖବରରୁ ଜଣାପଡ଼ିଛି, କରୋନା ସଂକ୍ରମିତ ହେବା ପରେ ବୃଦ୍ଧ ଦମ୍ପତିଙ୍କୁ ଡର ଥିଲା କି, ତାଙ୍କଠାରୁ ଭାଇରସ ତାଙ୍କ ନାତି ଓ…

କରୋନା ଯୋଗୁ ମିଳିଲାନି ଛୁଟି, ଥାନାରେ ହିଁ ହଳଦୀ ସେରିମନି କଲେ ମହିଳା କନେଷ୍ଟବଳ; ଦେଖନ୍ତୁ ଫଟୋ

କରୋନା କାଳରେ ସବୁ ଆଡ଼ୁ ଏଭଳି ଖବର ଆସୁଛି, ଯାହା ଛାତି ଥରାଇ ଦେଉଛି। କେଉଁଠି ଲୋକମାନେ ମାନବିକତାକୁ ହଜାଇ ସାରିଲେଣି ତ ଆଉ କେଉଁଠି କେବଳ ନିଜ ସ୍ୱାର୍ଥକୁ ହିଁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ରାଜସ୍ଥାନରୁ ଏବେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନକୁ ଛୁଇଁଯିବ।…

ହାଇଡ୍ରାମା: ୨ ବର୍ଷ ହେବ ବାପଘରୁ ଫେରି ନାହିଁ ସ୍ତ୍ରୀ, ରାଗରେ ୫୦ ଫୁଟ ଉଚ୍ଚ ଗଛ ଉପରେ ଚଢ଼ିଗଲା ସ୍ୱାମୀ, ଆଉ ତା’ ପରେ…

ରାଜସ୍ଥାନର ଧୋଲପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭଦୋରିଆର ପାଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ୨ ଦିନ ତଳେ ହାଇ ଭୋଲ୍‌ଟେଜ ଡ୍ରାମା କରିଛନ୍ତି। ଯୁବକ ଜଣକ ପାଖାପାଖି ୫୦ ଫୁଟ ଉଚ୍ଚ ଏକ ଅଶ୍ୱତ୍‌ଥ ଗଛ ଉପରେ ଚଢ଼ିଯାଇଥିଲେ। ଗଛ ଉପରେ ଚଢ଼ିଯିବା ପରେ ସେ ନିଜର ଦୁଇ ଗୋଡ଼କୁ ଡାଳରେ ବାନ୍ଧି…

ପ୍ରେମର ଅନନ୍ୟ ଉଦାହରଣ, ଏଠାରେ କୃଷ୍ଣଙ୍କ ସହ ମୀରାବାଈଙ୍କର ହୁଏ ପୂଜା

ଭଗବାନ କୃଷ୍ଣଙ୍କ ଭକ୍ତ ଭାରତ ସମେତ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ। ତାଙ୍କ ଆରାଧନା କରିବା ସହ ଗୀତାରେ ଦିଆଯାଇଥିବା ଜ୍ଞାନକୁ ଅନୁସରଣ କରନ୍ତି। ଭାରତରେ ଭଗବାନ କୃଷ୍ଣଙ୍କର ଅନେକ ପ୍ରାଚୀନ ମନ୍ଦିର ରହିଛି। ଯାହାର କୀର୍ତ୍ତିରାଜି ସାରା ବିଶ୍ୱରେ ବିଖ୍ୟାତ। ଏଠାରେ ସବୁ ସମୟରେ ଭକ୍ତଙ୍କ ଭିଡ଼…

ଭିଡିଓରେ ମନ କିଣିନେଲେ ଡାକ୍ତର, କଠିନ ପରିସ୍ଥିତିରେ ବି ଗାଇଲେ ମୁକେଶଙ୍କ ଏହି ପପୁଲାର ଗୀତ

ସୋସିଆଲ ମିଡିଆରେ କିଛି ଡାକ୍ତରଙ୍କ ଭିଡିଓ ଏବେ ଛାଇଯାଇଛି । ଏଥିରେ ସେମାନେ ଛୋଡୋ କଲ କି ବାତେଂ ...ଗୀତ ଗାଉଥିବା ନଜର ଆସୁଛନ୍ତି । ଏହି ଗୀତ 1961ରେ ରିଲିଜ ହୋଇଥିବା ଫିଲ୍ମ ହମ ହିନ୍ଦୁସ୍ତାନୀର ଅଟେ, ଯାହାକୁ ପ୍ରସିଦ୍ଧ ଗାୟକ ମୁକେଶ ଗାଇଥିଲେ । ଭିଡ଼ିଓଟି ଏବେ ଭାଇରଲ ହୋଇଯାଇଥିବା ବେଳେ…