Browsing Tag

rajasthan royals

ବୈଶାଖୀ ସହାୟତାରେ ଟ୍ରେନିଂ କ୍ୟାମ୍ପରେ ପହଞ୍ଚିଲେ ରାହୁଲ ଦ୍ରାବିଡ, ଫଟୋ ସେୟାର କଲା ରାଜସ୍ଥାନ ରୟାଲ୍ସ

ଆଗାମୀ ଆଇପିଏଲ-୧୮ କୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଏଥିପାଇଁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଉ ମାତ୍ର ୯ ଦିନରେ ଆରମ୍ଭ ହେବ ଆଇପିଏଲ ସିଜିନ ୧୮ । ଏଥିପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜର ପ୍ରି ସିଜିନ କ୍ୟାମ୍ପ ଆରମ୍ଭ ହୋଇଛି । ଏପରି ସ୍ଥଳେ ରାଜସ୍ଥାନ…

୨୨ ବର୍ଷରେ ସନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ରାଜସ୍ଥାନ ରୟାଲ୍ସର କ୍ରିକେଟର, ୭୦,୦୦୦ କୋଟି ଟଙ୍କା ମାଲିକ

କ୍ରିକେଟରୁ ସନ୍ୟାସ ନେଲେ ୨୨ ବର୍ଷୀୟ ଷ୍ଟାର କ୍ରିକେଟର ଆର୍ଯ୍ୟମାନ ବିର୍ଲା । ଭାରତର ସବୁଠାରୁ ଧନୀ କ୍ରିକେଟର ମଧ୍ୟରେ ନଂ ୧ ସ୍ଥାନରେ ରହିବେ । ଆର୍ଯ୍ୟମାନ ବିର୍ଲା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ…

ଭାରତୀୟ ଟିମର ବିଶ୍ୱ ଚାମ୍ପିଅନ କରିବା ପରେ ରାଜସ୍ଥାନ ରୟାଲ୍ସକୁ ଚାମ୍ପିଅନ କରିବେ ରାହୁଲ ଦ୍ରାବିଡ

ଭାରତୀୟ ଟିମର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହୋଇଛନ୍ତି । ୨୦୨୫ ଆଇପିଏଲରୁ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ । ଟିମରେ କେବଳ ଖେଳ ନୁହେଁ ବରଂ ମେଣ୍ଟର ଭାବେ କାମ କରିବେ । ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ…

IPL କ୍ବାଲିଫାୟର-୨, ରାଜସ୍ଥାନକୁ ହରାଇ ଫାଇନାଲ ଟିକେଟ ହାତେଇଲା ହାଇଦ୍ରାବାଦ

୬ ବର୍ଷ ପରେ ଫାଇନାଲରେ ହାଇଦ୍ରାବାଦ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ବିଜୟ । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇ ହାଇଦ୍ରାବାଦ ପହଞ୍ଚିଛି ଫାଇନାଲରେ । ପ୍ରଥମେ ହାଇଦ୍ରାବାଦ ପ୍ୟାଟ କମିସନଙ୍କ ଦଳ ବ୍ୟାଟିଂ କରି ରାଜସ୍ଥାନକୁ ୧୭୫ରନର ଟାର୍ଗେଟ…

ଆଜି କ୍ବାଲିଫାୟର-୨ ମୁକାବିଲା, ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ

ଫାଇନାଲ ଲକ୍ଷ୍ୟରେ ହାଇଦ୍ରାବାଦ, ରାଜସ୍ଥାନ। ଆଜି କ୍ବାଲିଫାୟର-୨ ମୁକାବିଲା । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚର ବିଜୟୀ ଦଳ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ କୋଲକାତାକୁ…

ଅଧୁରା ରହିଗଲା କୋହଲିଙ୍କ ସ୍ୱପ୍ନ, ୪ୱିକେଟରେ RCBକୁ ହରାଇ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସ

ହାରିଲା ଦଳ ଭାଙ୍ଗିଲା ସ୍ବପ୍ନ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗତକାଲି ରାଜସ୍ଥାନ ରୟାଲସ ଠାରୁ ହାରି ଯାଇଛି । ବିଜୟୀ ହୋଇ କ୍ୱାଲିଫାୟର ୨ରେ ପହଞ୍ଚିଛି ରାଜସ୍ଥାନ ।  ଲଗାତାର ୬ଟି ମ୍ୟାଚ ଜିତି ପ୍ଲେଅଫକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଆଇପିଏଲରୁ ବିଦା…

ରୋମାଞ୍ଚକ ମ୍ୟାଚ: ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

(କେନ୍ୟୁଜ): ଆଇପିଏଲର ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।  ୨୨୨ ରନକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୦୧ କରିଥିଲା ।  ସଂଜୁ ସାମସନ ୪୬ ବଲ୍ ରୁ ୮୬ ରନ୍ କରିଥିଲେ ।  ରିୟାନ ପରାଗ ୨୨ ବଲରୁ ୨୭ ଓ ଶୁଭମ ଦୁବେ ୧୨ ବଲ୍ ରୁ…

ଶେଷ ବଲରେ ଚକମା ଦେଲା ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନକୁ ୧ ରନ୍ ରେ ହରାଇଲା

(କେନ୍ୟୁଜ): ଶେଷ ବଲରେ ଚକମା ଦେଲା ସନରାଇଜର୍ସ ହାଇଦ୍ରାବାଦ । ରାଜସ୍ଥାନର ବିଜୟ ଧାରାରେ ଲଗାଇଲା ବ୍ରେକ୍ । ୯ଟି ମ୍ୟାଚରୁ ୮ଟି ମ୍ୟାଚରେ ଜିତି ପ୍ଲେ ଅଫର ଦ୍ବାର ଦେଶରେ ପହଞ୍ଚିସାରିଥିବା ରାଜସ୍ଥାନକୁ ୧ ରନ୍ ରେ ହରାଇଲା ହାଇଦ୍ରାବାଦ । ଏହି ସଫଳତା ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ…

ଶେଷ ବଲରେ ବିଜୟ, ରାଜସ୍ଥାନ ରୟାଲ୍ସକୁ ହରାଇଲା ଗୁଜୁରାଟ ଟାଇଟନ୍ସ

ଶେଷ ବଲରେ ରୋମାଞ୍ଚକର ବିଜୟ ।  ରାଜସ୍ଥାନର ବିଜୟ ଧାରାକୁ ଅଟକାଇଲା ଗୁଜରାଟ ଟାଇଟନ୍ସ ।  ଚଳିତ ଆଇପିଏଲ ସଂସ୍କରଣରେ କ୍ରମାଗତ ୪ଥର ବିଜୟୀ ହୋଇଥିବା ରାଜସ୍ଥାନ ରୟାଲ୍ସକୁ ଶେଷ ବଲରେ ହରାଇଲା ଗୁଜୁରାଟ ଟାଇଟନ୍ସ ।  ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୯୬ ରନ୍ କରିଥିଲା । ୧୯୭ ରନ୍ ବିଜୟ…

ବେକାର ଗଲା ବିରାଟଙ୍କ ଶତକ, ବଟଲରଙ୍କ ଶତକରେ ରାଜସ୍ଥାନ ରୟାଲ୍ସ  ହେଲା ବିଜୟୀ

ବେକାର ଗଲା ବିରାଟଙ୍କ ଶତକ । କୋହଲିଙ୍କ ଶତକକୁ ଫିକା କରିଦେଲେ ଇଂଲିସ୍ ବ୍ୟାଟର ଜୋସ ବଟଲର । ଆରସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲର୍ସ ୫ ବଲ୍ ପୂର୍ବରୁ ମ୍ୟାଚ୍  ଜିତିନେଇଛି। ବଟଲର୍  ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଥିଲେ। ଫଳରେ…

ରାଜସ୍ଥାନର ଦ୍ବିତୀୟ ବିଜୟ: ୧୮୫ ରନ୍ ର ପିଛା କରି ୧୨ ରନ୍ ରେ ହାରିଲା ଦିଲ୍ଲୀ

(କେନ୍ୟୁଜ): ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ବିଜୟୀ ।  ଆଇପିଏଲର ୯ମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।  ରିଆନ ପରାଗଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ ।  ୪୫ଟି ବଲରୁ ୭ଟି ଚୌକା ଓ ୬ଟି…

ଓ୍ଵାଙ୍ଖଡେ ଷ୍ଟାଡିୟମ ଭିତରକୁ ଯିବାକୁ ସ୍ୱପ୍ନ ଦେଖୁଥିଲେ, ଆଉ ଆଜି ସେହି ଷ୍ଟାଡିୟମରେ ଶତକ ମାରି ଭାବୁକ ହୋଇପଡିଲେ…

ଯଶସ୍ୱୀ ଜୟସଓ୍ଵାଲ ଆଇପିଏଲର ୧୦୦୦ତମ ମ୍ୟାଚରେ ନିଜର ଜଲୱା ଦେଖାଇଛନ୍ତି। ମାତ୍ର ୨୧ ବର୍ଷ ବୟସରେ ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ସେ ୬୨ ବଲରେ ୧୨୪ ରନର ଇନିଂସ…