Browsing Tag

Rajasthan

ଅଙ୍ଗନବାଡି ଚାକିରି ଦେବା ନାଁରେ ୨୦ ଜଣ ମହିଳାଙ୍କ ସହିତ ଦୁଷ୍କର୍ମ, ଭିଡିଓ କରି ବ୍ଲାକମେଲ୍‌ କରୁଛି ଅଭିଯୁକ୍ତ

ରାଜସ୍ଥାନର ସିରୋହୀରେ ଲଜ୍ଜ୍ୟାଜନକ ଘଟଣା । ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  ପାଖାପାଖି ୨୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ସୁଟ୍ କରିଥିବା ମଧ୍ୟ ଅଭିଯୋଗ…

୧୦୦ ଫୁଟ ଗଭୀର ବୋରୱେଲ ଖସିପଡିଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ରାଜସ୍ଥାନ ଗାଙ୍ଗପୁରରେ ଶହେ ଫୁଟ ବୋରୱେଲ ଭିତରେ ପଡ଼ିଗଲେ ମହିଳା । ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛି । ତଥାପି ଏପର୍ଯ୍ୟନ୍ତ ମହିଳା ଜଣଙ୍କ ଉଦ୍ଧାର ହୋଇନାହାନ୍ତି । ମହିଳାଙ୍କ ନାଁ ମୋନା ବାଇ(୨୫) । ନିଜ ଘର ପଛ ପଟେ ଥିବା ଏହି ବୋରୱେଲରେ ମହିଳା ଜଣକ…

ରାଜସ୍ଥାନ ସରକାରଙ୍କ ବଡ଼ ଆୟୋଜନ, ସୂର୍ଯ୍ୟସପ୍ତମୀ ଦିନ ସମସ୍ତ ବିଦ୍ୟାଳୟରେ କରାଯିବ ‘ସୂର୍ଯ୍ୟ ନମସ୍କାର’

ଫେବୃୟାରୀ ୧୫ ସୂର୍ଯ୍ୟସପ୍ତମୀ ଦିନ ରାଜସ୍ଥାନର ସମସ୍ତ ସ୍କୁଲରେ କରାଯିବ ସୂର୍ଯ୍ୟ ନମସ୍କାର । ରାଜସ୍ଥାନ ସରକାର ଏହି ବଡ଼ ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟର ଶିକ୍ଷାମନ୍ତ୍ରୀ ମଦନ ଦିଲାଓ୍ଵର ନିଜ ବିଧାନସଭାମଣ୍ଡଳୀର ଏକ ସରକାରୀ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ।…

ଘର ବାହାରେ ରଖାଯାଇଥିବା କାର୍‌ରେ ହଠାତ୍‌ ଲାଗିଲା ନିଆଁ, ଧୁ ଧୁ ଜଳି ହୋଇଗଲା ପାଉଁଶ

ରାଜସ୍ଥାନର କରୌଲିରେ ଘର ବାହାରେ ରଖାଯାଇଥିବା ଏକ କାର୍‌ରେ ହଠାତ୍‌ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି । ନିଆଁ ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟସ୍ଥିତ ମେଲା ଦରଓ୍ଵାଜାଠାରେ ଏହି ଘଟଣା ଘଟିଛି । ତେବେ ନିଆଁ କିପରି…

ଜାଣନ୍ତୁ ଏକ ଏପରି ସ୍ଥାନ, ଯେଉଁଠାରେ ବୁଲେଟ୍‌କୁ କରାଯାଏ ପୂଜା

ମୃତ୍ୟୁ ଏକ ଏପରି ଶବ୍ଦ ଯାହାର ନାମ ଣୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଆସିଯାଏ । ତେବେ କେହିବି ଜାଣନଥାନ୍ତି ମୃତ୍ୟୁ କେତେବେଳେ ଆସିଯିବ । ଆମ ଆଖପାଖରେ ଏପରି ଅନେକ ଦୁର୍ଘଟଣା ଘଟୁଛି, ଯାହାର ଆମେ କଳ୍ପନା କରିନଥାଉ । ସେହିପରି ଏକ ଘଟଣା ଘଟିଛି ରାଜସ୍ଥାନରେ, ଯାହାକୁ ଶୁଣିବା ମାତ୍ରେ ଆପଣ…

ରାଜସ୍ଥାନ: ରାସ୍ତାକଡ଼ ଦୋକାନରେ ଚା’ ତିଆରି କଲେ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମା, ନିଜେ ପିଇ କାର୍ଯ୍ୟକର୍ତ୍ତାଙ୍କୁ…

ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମା ସିଏମ୍‌ ପଦର ଶପଥ ନେବା ପରେ ପ୍ରଥମ ଥର ଭରତପୁର ଯାଇଛନ୍ତି। ଜୟପୁରରୁ ଭରତପୁର ଯିବା ବାଟରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଜାଗାରେ ସ୍ୱାଗତ କରିଥିଲେ। ଏହି ସମୟରେ ରାସ୍ତାରେ ଏକ ଚା’ ଦୋକାନ ଦେଖି…

ଗୋଟିଏ ପରିବାରର ୫ ମୃତ, ଘରୁ ଉଦ୍ଧାର ହେଲା ପରିବାର ସଦସ୍ୟଙ୍କ ମୃତ ଦେହ

ଜୟପୁର : ଘର ଭିତରରୁ ଉଦ୍ଧାର ହେଲା ୫ ଜଣଙ୍କ ମୃତ ଦେହ । ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ ହାରିଥିବା ସୂଚନା । ପୂରା ପରିବାରକୁ ଉଦ୍ଧାର କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ବିକାନେରରେ ଘଟିଛି । ସୁଚନା ମୁତାବିକ୍‌, ବିକାନେର ଜିଲ୍ଲା ମୁକ୍ତପ୍ରସାଦ ଥାନା ଅନ୍ତର୍ଗତ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା: ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଶାହା, ଜେପି ନଡ୍ଡା

ନୂଆଦିଲ୍ଲୀ :  ଶପଥ ନେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ରାଜସ୍ଥାନରେ ଆରମ୍ଭ ହେଲା ଭଜନଲାଲ ସରକାର। ଜୟପୁରର ରାମ ନିବାସ ବାଗରେ ସକାଳ ୧୧ଟା ୧୫ ମିନିଟରେ ଶପଥ ସମାରୋହ ଆୟୋଜିତ ହୋଥିଲା । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ…

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ୍‌ ଶର୍ମା, ସାଙ୍ଗାନେର୍‌ରୁ ପ୍ରଥମ ଥର ଜିତିଛନ୍ତି ନିର୍ବାଚନ

ଭଜନଲାଲ୍‌ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଭାରତୀୟ ଜନତା ପାର୍ଟି ତରଫରୁ ଭଜନଲାଲ୍‌ ଶର୍ମାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ଦଳର ଏହି ଘୋଷଣା ଉପରେ ଥିଲା ସମସ୍ତଙ୍କ ନଜର। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭଜନଲାଲ୍‌ ଶର୍ମାଙ୍କ ନାମ ଘୋଷଣା କରିଛନ୍ତି।…

କାହା ମୁଣ୍ଡରେ ସୁନା କଳସ, କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ; ଆଜି ବସିବ ନବ ନିର୍ବାଚିତ ବିଧାୟକଙ୍କ ବୈଠକ

ନୂଆଦିଲ୍ଲୀ : ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଘୋଷଣା ହେଲା । ରାଜସ୍ଥାନରେ ସରୁନି ସସପେନ୍ସ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ସରପ୍ରାଇଜ୍ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଜୟପୁରରେ ଆଜି ବିଧାୟକ ଦଳ ବୈଠକ ବସୁଛି ।…

ସୁଖଦେବ ସିଂ ଗୋଗାମେଡି ହତ୍ୟା ଘଟଣା : ଦୁଇଜଣ ସୁଟରକୁ ଚଣ୍ଡୀଗଡରୁ ଗିରଫ କଲା ପୋଲିସ

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୋଲିସ ମିଳିତ ଟିମ୍‌ ସେମାନଙ୍କୁ ଚଣ୍ଡୀଗଡ଼ରୁ ଗିରଫ କରିଛି । ଏମାନେ ଫେରାର ହେବା ପାଇଁ କୁଲ୍ଲ ଆଡକୁ ପଳାଇ ଯାଇଥିବା ପୋଲିସ…

କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା ଘଟଣା : ଦୁଇ ହତ୍ୟାକାରୀଙ୍କୁ ଚିହ୍ନଟ କଲା ପୋଲିସ, ଖୁବଶୀଘ୍ର…

କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟାକାରୀକୁ ଚିହ୍ନଟ କରାଯାଇଛି । ହତ୍ୟାକାରଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କର ସନ୍ଧାନ କରୁଛି ପୋଲିସ । ଦୁଇ ହତ୍ୟାକାରଙ୍କ ନାମ ରୋହିତ ରାଥୋଡ ଏବଂ ନୀତିନ ଫୌଜି । ପୋଲିସ ଦୁହିଁଙ୍କ ସ୍କୁଟି ମଧ୍ୟ ଜବତ କରିଛି । ଏହା…