Browsing Tag

Rajasthan

ନୃଂଶସତାର ସବୁ ସୀମା ପାର, ୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ସବ୍‌ ଇନ୍ସପେକ୍ଟର ଗିରଫ

ନୃଂଶସତାର ସବୁ ସୀମା ପାର କଲେ ପୋଲିସ ସବ୍‌ ଇନ୍ସପେକ୍ଟର । ୪ ବର୍ଷର ନାବାଳିକାକୁ କଥାରେ ଫସାଇ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ ବାବୁ । ଘଟଣାଟି ରାଜସ୍ଥାନର ଦୋସାରେ ଘଟିଛି । ଏହି ଘଟଣାକୁ ନେଇ ଏଏସପି ବଜରଙ୍ଗ ସିଂ ଯାଞ୍ଚ ଚାଲିଛି ବୋଲି କହିଛନ୍ତି । ଖବର ମୁତାବକ, ରାଜସ୍ଥାନ ଜିଲ୍ଲାର…

ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ମୃତ

କେନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା । ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ମୃତ । ଭାରସାମ୍ୟ ହରାଇ ରେଲୱେ ଟ୍ରାକ୍ କୁ ଖସିଲା ବସ୍ । ବ୍ରିଜର ରେଲିଂ ଭାଙ୍ଗି ରେଲୱେ ଟ୍ରାକରେ ପଡିଥିଲା ବସ୍ । ୨୮ ଆହତ ମେଡିକାଲରେ ଭର୍ତ୍ତି ହୋଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କ…

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ନିର୍ମମ ଭାବେ ମାରିଦେଲେ..

ଦିନ କୁ ଦିନ ନୃସଂଶତାର ସବୁ ସୀମା ପାର କରୁଛି ଏ ଭଳି ହୀନ ମଣିଷ .. ଲୋଭ ପାଇଁ ମାନବିକତା ଭୁଲିଯାଉଛି..ଏଇ ଘଟଣାରେ ଠିକ ସେମିତି କିଛି ହେଉଛି ସାମାନ୍ୟ ଝଗଡ଼ାରୁ ଆରମ୍ଭ ହେଲା ମହାଭାରତ.. ବିବାଦ ଏତେ ଆଗକୁ ବଢିଗଲା ଯେ ମାରିବାକୁ ବି ପଛେଲେନି ଏମାନେ.. ସିଧା ଗାଡି ନେଇ ଚଢ଼ାଇଦେଲେ..ଜମି କୁ…

ଯୁବକଙ୍କୁ ୮ ଥର ଟ୍ରାକ୍ଟର ଚଢାଇ ମାରିବା ଘଟଣାରେ ନୂଆ ମୋଡ଼, ପଡୋଶୀଙ୍କୁ ଫସାଇବା ପାଇଁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ରାଜସ୍ଥାନର ଭରତପୁରରେ ବୁଧବାର ହୋଇଥିବା ଟ୍ରାକ୍ଟର କାଣ୍ଡରେ ବଡ ଖୁଲାସା ହୋଇଛି । ଏହି ଘଟଣା କେହି ଅଜଣା ଲୋକ ନୁହେଁ ବରଂ ନିଜ ଭାଇ କରିଛି । ଅଭିଯୁକ୍ତ ଜଣକ ପଡୋଶୀଙ୍କୁ ଫସାଇବା ପାଇଁ ନିଜ ଭାଇକୁ ୮ ଥର ଟ୍ରାକ୍ଟର ଚଢାଇ ମାରିଦେଇଛନ୍ତି । ଆଉ ଘଟଣା ବେଳେ ମୃତକଙ୍କ ଭଉଣୀ ମଧ୍ୟ ଉପସ୍ଥିତି…

ରାଜସ୍ଥାନ ବିଧାନସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ଏବଂ ବିଜେପି

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ପାର୍ଟି ପକ୍ଷରୁ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କୁ ଟିକେଟ ମିଳିଛି । ସରଦରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ…

ବ୍ୟାଙ୍କ ଚାକିରି ଖୋଜୁଥିଲେ ତୁରନ୍ତ କରନ୍ତୁ ଆବେଦନ, ୬୦୦ରୁ ଅଧିକ ପଦବୀ ଖାଲି

ରାଜସ୍ଥାନ ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ୧୮ ଅକ୍ଟୋବରରୁ ଆପ୍ଲିକେସନ ଲିଙ୍କ ଖୋଲିବ । ଇଚ୍ଛୁକ ପ୍ରାର୍ଥୀ ଲିଙ୍କ ଖୋଲିବା ପରେ ଆବେଦନ କରିପାରିବେ । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ…

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରକ: ୭ ମୃତ ୧୦ ଆହତ

ନୂଆଦିଲ୍ଲୀ : ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ବିଚିୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ରାଜପଥ- ୪୮ର ରତନପୁର ବର୍ଡର ନିକଟରେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେବା…

ନିର୍ବାଚନ ଭୋଟ ଗ୍ରହଣ ତାରିଖ ବଦଳିଲା; ନଭେମ୍ବର ୨୩ ନୁହେଁ, ୨୫ରେ ହେବ ରାଜସ୍ଥାନ ଭୋଟ୍‌

ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ ବଦଳିଲା। ଭୋଟ ଗ୍ରହଣ ତାରିଖ ବଦଳିବା ନେଇ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ଭୋଟ ଗ୍ରହଣ। ପୂର୍ବରୁ ୨୩ରେ ମତଦାନ ହେବାର ଥିଲା। ଅନେକ ରାଜନୈତିକ ଦଳ ପକ୍ଷରୁ ତାରିଖରେ ପରିବର୍ତ୍ତନ…

ରାଜସ୍ଥାନ: ଲୋକଙ୍କ ଜୋତା ପଲିସ୍‌ ପରେ ଏବେ ପବ୍ଲିକ ଟଏଲେଟ୍‌ ସଫା କଲେ ବିଧାୟକ

ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ୍‌ ସଫା କରିଛନ୍ତି। ଇଏ ସେହି ବିଧାୟକ, ଯିଏ ଗାନ୍ଧି ଜୟନ୍ତୀ ଅବସରରେ ଲୋକଙ୍କ ଜୋତା ପଲିସ୍‌ କରୁଥିଲେ। ଏବେ ବିଧାୟକଙ୍କର ନୂଆ ଭିଡିଓ ସାମ୍ନାକୁ ଆସିଛି, ଏଥିରେ ସେ ସ୍ୱଚ୍ଛତାର ବାର୍ତ୍ତା ଦେଇ ପବ୍ଲିକ ଟଏଲେଟ…

ନିର୍ବାଚନ ଜିତିବା ପାଇଁ କିଛି ବି…. ରାସ୍ତା କଡ଼ରେ ବସି ଜୋତା ପଲିସ କଲେ ବିଧାୟକ; ଦେଖନ୍ତୁ ଭିଡିଓ

ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ଏହା ପୂର୍ବରୁ ନେତା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ପ୍ରକାରର କାମ କରୁଛନ୍ତି । ଆଉ ନିର୍ବାଚନ ଜିତିବା ପାଇଁ ମହଓ୍ଵାର ବିଧାୟକ ଓମ ପ୍ରକାଶ ହୁଡଲା ସାଧାରଣ ଲୋକଙ୍କ ଜୋତା ପଲିସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ…

ସ୍କୁଲ ବସ୍‌ ଓ ଡମ୍ପର ଧକ୍କା, ଜଣେ ସ୍କୁଲ ଛାତ୍ରୀ ସହିତ ପ୍ରିନ୍ସିପାଲ ମୃତ

ରାଜସ୍ଥାନର ବାଡମେର ଜିଲ୍ଲାରେ ସ୍କୁଲ ବସ୍‌ ଏବଂ ଡମ୍ପର ଧକ୍କା । ଫଳରେ ଜଣେ ସ୍କୁଲ ଛାତ୍ରୀ ଏବଂ ସ୍କୁଲ ପ୍ରିନ୍ସପାଲଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲ ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗନେବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା…

ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ୍‌ , ମୁହୂର୍ତ୍ତକେ ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ : ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଫଳରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଆହତ। ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି। ଜୟପୁର-ଆଗ୍ରା ଏନ୍‌ଏଚ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ଗୁଜୁରାଟରୁ ୟୁପି ଯାଉଥିବା ଏକ ଯାତ୍ରୀ ଭରା ବସ୍ ପଛ…