Browsing Tag

rajat tokas in hospital

ହସ୍ପିଟାଲ ବେଡ୍‌ରେ ‘ଯୋଦ୍ଧା ଆକବର’ ଫେମ୍‌ ରଜତ ଟୋକସ୍‌, ଫଟୋ ସେୟାର କରି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଦେଲେ ସୂଚନା

ଟେଲିଜଗତର ଜଣାଶୁଣା ବ୍ୟକ୍ତିତ୍ୱ ରଜତ ଟୋକସ୍‌ ଏବେ ହସ୍ପିଟାଲରେ। ଛୋଟ ପରଦାରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ରଜତ ହସ୍ପିଟାଲ ବେଡ୍‌ରୁ ଫଟୋ ସେୟାର କରିଛନ୍ତି। ପୃଥ୍ଵୀରାଜ ଚୌହ୍ଵାନ ଚରିତ୍ରରେ ହେଉ କି ଯୋଦ୍ଧା ଆକବରର ଆକବର, ପ୍ରତିଟି ଚରିତ୍ରକୁ ଅତି ନିଖୁଣ ଭାବେ ପରଦାରେ…