Browsing Tag

rajdhanii express

ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ, ନିୟନ୍ତ୍ରିତ କରୁଛି ଅଗ୍ନିଶମ ବାହିନୀ

ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ଟ୍ରେନ୍ରେ ଲାଗିଲା ନିଆଁ । ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ରାଜଧାନୀ ଏକ୍ସପ୍ରେସ ଆସୁଥିବା ବେଳେ ଖନ୍ତାପଡ଼ା ଅତାପୁରର କରାଣ୍ଡିଆ ପୋଲ ନିକଟରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଦେଖାଯାଇଥିଲା ।…