Browsing Tag

rajeev kumar

ସିବିଆଇ ନୋଟିସ ପରେ ବି ହାଜର ହେଲେନି ରାଜୀବ କୁମାର

ସିବିଆଇ ନୋଟିସ ପରେ ବି ହାଜର ହେଲେନି ପଶ୍ଚିମବଙ୍ଗ ସିଆଇଡି ମୁଖ୍ୟ ରାଜୀବ କୁମାର। ସେ ବ୍ୟକ୍ତିଗତ କାମରେ ବର୍ତ୍ତମାନ ଛୁଟିରେ ଥିବାରୁ ସିବିଆଇ ସାମନାରେ ହାଜର ହେବା ପାଇଁ କୋଲକାତା ସିଆଇଡି ୩ଦିନର ମହଲତ ମାଗିଛି । ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚୁରା…

ସାରଦା ଚିଟ୍‌ଫଣ୍ଡ ଘୋଟାଲା ମାମଲା, ପଶ୍ଚିମବଙ୍ଗ ଆଇପିଏସ୍‌ ଅଧିକାରୀ ରାଜୀବ କୁମାରଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ସାରଦା ଚିଟ୍‌ଫଣ୍ଡ ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ଆଇପିଏସ୍‌ ଅଧିକାରୀ ରାଜୀବ କୁମାରଙ୍କୁ ଝଟ୍‌କା । ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଲାଗିଥିଲା କଟକଣାକୁ ହଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସିବିଆଇ ତାର ନିଜ…