ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଉପରେ ପ୍ରସ୍ତୁତ ହେବ ବାୟୋପିକ୍, ଫରାହ ଖାନ ଦେବେ ନିର୍ଦ୍ଦେଶନା
ହିନ୍ଦୀ ସିନେମାର ସବୁଠୁ ବଡ ସୁପରଷ୍ଟାର ଭାବରେ ଜଣାଶୁଣା ସ୍ୱର୍ଗତ ଅଭିନେତା ରାଜେଶ ଖାନ୍ନାଙ୍କ ଉପରେ ଖୁବ୍ ଶୀଘ୍ର ଏକ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ, 'ଓମ୍ ଶାନ୍ତି ଓମ୍', 'ମେ ହୁଁ ନା' ଏବଂ 'ହାପି ନ୍ୟୁ ୟର' ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଫରାହ ଖାନ୍…