ରାଜଗାଙ୍ଗପୁର ପୌରାଞ୍ଚଳ ୨ ଦିନିଆ ସଟ୍ଡାଉନ, ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ
ରାଜଗାଙ୍ଗପୁର : ରାଜଗାଙ୍ଗପୁର ପୌରାଞ୍ଚଳ ୨ ଦିନିଆ ସଟ୍ଡାଉନ । ଆଜି ଓ ଆସନ୍ତାକାଲି ୨ ଦିନ ସଟ୍ଡାଉନ୍ ଘୋଷଣା କରାଯାଇଛି । ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ କଲେ ସଟ୍ଡାଉନ । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛନ୍ତି। ସଟ୍ଡାଉନ ବେଳେ କେବଳ ଜରୁରୀ ସେବା ଜାରି ରହିବ।