ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ସନ୍ଥନଙ୍କ ମୃତ୍ୟୁ, ପରିବାରକୁ ଦେଖିବା ପାଇଁ ହେଉଥିଲା ଡହଳବିକଳ
ରାଜୀବ ଗାନ୍ଧି ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନଙ୍କ ମୃତ୍ୟୁ ହୋଇଛି । ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ସକାଳ ୭.୫୦ ମିନିଟ୍ ସମୟରେ ଲିଭର ଫେଲ୍ ହେବା ଯୋଗୁଁ ମୃତ୍ୟୁ ହୋଇଛି । ଗତ ୨୭…