Browsing Tag

rajkot

ଭାରତ-ଇଂଲଣ୍ଡ ରାଜକୋଟ ଟେଷ୍ଟ : ଇଂଲଣ୍ଡ ୩୧୯ ରନରେ ଅଲଆଉଟ, ହାତରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଖେଳାଳି

ରାଜକୋଟରେ ଚାଲିଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ୩୧୯ ରନ୍‌ କରି ଅଲଆଉଟ ହୋଇଛି । ଭାରତ ପ୍ରଥମ ପାଳିରେ ୧୨୬ ରନରେ ଆଗୁଆ ରହିଛି । ରାଜକୋଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୪୫ ରନ କରିଥିଲା । ଯାହାକୁ ପିଛା କରି ଇଂଲଣ୍ଡ ୩୧୯ ରନରେ ଅଲଆଉଟ ହୋଇଥିଲା । ଇଂଲଣ୍ଡ…

ସିଙ୍ଗଲ୍‌ ଭିସା ନେଇ ଭାରତ ଆସିଥିଲେ, ଏୟାରପୋର୍ଟରେ ୨ ଘଣ୍ଟା ହଇରାଣ ହେଲେ ଇଂଲଣ୍ଡ ଖେଳାଳି

ଆସନ୍ତା ୧୫ ତାରିଖରୁ ରାଜକୋଟରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଇଂଲଣ୍ଡ ଟିମ ଆବୁଧାବିରୁ ଭାରତକୁ ଫେରିଛି । ଆଉ ଏହି ସମୟରେ ଇଂଲଣ୍ଡ ଟିମର ଖେଳାଳି ରେହାନ ଅହମଦଙ୍କୁ ଅଟକାଇଛି ପୋଲି । ଭିସାକୁ ନେଇ ରେହାନଙ୍କୁ ଏୟାରପୋର୍ଟରେ ୨ ଘଣ୍ଟା ଅପେକ୍ଷା କରିବାକୁ…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ପୂର୍ବରୁ ବଦଳିଯିବ ରାଜକୋଟ ଷ୍ଟାଡିୟମରେ ନାମ, ମିଳିବ ନୂଆ ପରିଚୟ

ହାଇଦ୍ରାବାଦରେ ଇଂଲଣ୍ଡ ଏବଂ ବିଶାଖାପାଟଣାରେ ଭାରତ ଜିତିବା ପରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଆଉ ୩ଟି ମ୍ୟାଚ ବାକି ରହିଛି । ତୃତୀୟ ଟେଷ୍ଟ ମ୍ୟାଚ୍‌ ୧୫ ଫେବୃଆରୀରକୁ ରାଜକୋଟରେ ଖେଳାଯିବ । ହେଲେ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ରାଜକୋଟ ଷ୍ଟାଡିୟମର ନାଁ ପରିବର୍ତ୍ତନ ହେବ ।…

ଡବଲ ଡେକର ବସ୍‌କୁ ପିଟିଲା ଟ୍ରକ: ୩ ମୃତ, ୨୫ ଗୁରୁତର

ଗୁଜରାଟର ରାଜକୋଟ ବଳରାମପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍‌ ଏବଂ ଟ୍ରକ ପରସ୍ପର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହାଇଥିବା ବେଳ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଆହତଙ୍କୁ ହସପିଟାଲରେ ଭର୍ତ୍ତି…

AIIMS ରେ ବମ୍ପର ଭର୍ତ୍ତି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏମ୍ସ ରାଜକୋଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅଧିନରେ ବମ୍ପର ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimsrajkot.edu.in କୁ ଯାଇ ଭର୍ତ୍ତି କରି…

ଗୁଜରାଟ: ରାଜକୋଟରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଗୁଜରାଟର ରାଜକୋଟ୍‌ରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୪.୩। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏ ନେଇ ଟ୍ଵିଟ୍‌ କରି କହିଛି ଯେ ରାଜକୋଟ୍‌ର ଉତ୍ତର-ଉତ୍ତର ପଶ୍ଚିମରେ ପାଖାପାଖି ୨୭୦ କିଲୋମିଟର ଦୂରରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି।…

ରାଜକୋଟରେ କରୋନା ରୋଗୀଙ୍କ ସ୍ଥିତି ଗମ୍ଭୀର: କୋଭିଡ ହସ୍ପିଟାଲରେ ମିଳିଲାନି ବେଡ୍, ଘରୁ ବେଡ୍ ଧରିଆସିଲେ ରୋଗୀ

ଗୁଜୁରାଟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜ୍ୟରେ ଗତ ମଙ୍ଗଳବାର ରେକର୍ଡ ଭାଙ୍ଗିଛି କରୋନା। ଚାରିଆଡେ କରୋନାର ଦାରୁଣ ଦୃଶ୍ୟ। ହସ୍ପିଟାଲ ଗୁଡିକରେ ବେଡରେ ଅଭାବ । ଯାହା ଫଳରେ ରୋଗୀଙ୍କୁ ନିଜ ଘରୁ ସାଙ୍ଗରେ ବେଡ ଧରି ହସ୍ପିଟାଲ ଆସିବାକୁ ପଡୁଛି। ସେପଟେ ରାଜକୋଟରେ…

ମାସ୍କ ପିନ୍ଧିବାକୁ ନେଇ ମହିଳା କନେଷ୍ଟବଳଙ୍କ ସହିତ ଝଗଡା କଲେ ରବୀନ୍ଦ୍ର ଜାଡେଜା ଏବଂ ପତ୍ନୀ

ଖୁବଶୀଘ୍ର ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କ୍ରିକେଟର ୟୁଏଇ ଯାତ୍ରା କରିବେ। ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତଥା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିବାଦରେ ଫସିଛନ୍ତି। ଜାଡେଜା ଓ ତାଙ୍କ ପତ୍ନୀ ରିଓ୍ଵାବଙ୍କ ବିରୋଧରେ ଜଣେ ମହିଳା କନଷ୍ଟେବଲଙ୍କ…

ଗୁଜୁରାଟର ରାଜକୋଟରେ ଭୂମିକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୮

କେନ୍ୟୁଜ୍ (ବ୍ୟୁରୋ): ଥରିଲା ଗୁଜୁରାଟର ରାଜକୋଟ।ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟର ରାଜକୋଟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୫.୮ ରହିଥିବା କହିଛି ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦…