ବଲିଉଡ ପରେ ହଲିଉଡରେ ଡେବ୍ଯୁ କରିପାରନ୍ତି ରାଜକୁମାର ରାଓ ! ଜାଣନ୍ତୁ କ’ଣ କହିଲେ ରାଜକୁମାର
ଅଭିନେତା ରାଜକୁମାର ରାଓଙ୍କ ବଲିଉଡରେ ଜଣେ ଲୋକପ୍ରିୟ କଳାକାର। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଥିବା ରାଜକୁମାରଙ୍କ ଡିମାଣ୍ଡ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଆଗକୁ ମଧ୍ୟ ଅନେକ ଅଫର ରହିଛି। ଅଭିନେତାଙ୍କ କାମ ଏତେ କମାଲ ଯେ ତାଙ୍କ ଫିଲ୍ମକୁ ଓସ୍କାର ପର୍ଯ୍ୟନ୍ତ ମଧ୍ୟ ନୋମିନେସନ୍…