Browsing Tag

Rajkummar Rao

ସବୁଠୁ ବଡ଼ ଡିଲ୍‌! ୫ କୋଟି ଟଙ୍କା ଲାଭରେ ରାଜକୁମାର ରାଓଙ୍କୁ ନିଜ ଆପାର୍ଟମେଣ୍ଟ ବିକିଲେ ଜାହ୍ନବୀ କପୁର

କୌଣସି ଗଡ୍‌ ଫାଦର ବିନା ବଲିଉଡ୍‌ରେ ନାଁ କମାଇଥିବା ତାରକାଙ୍କ ମଧ୍ୟରୁ ରାଜକୁମାର ରାଓ ଜଣେ। ରାଜକୁମାର ରାଓ ଇଣ୍ଡଷ୍ଟ୍ରୀରେ ନିଜର ଏକ ଲମ୍ବା ଯାତ୍ରା ଏକୁଟିଆ ନିଜ ଦମ୍‌ରେ କରିପାରିଛନ୍ତି। ଇତି ମଧ୍ୟରେ ସେ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେବା ସହ ଜାତୀୟ ପୁରସ୍କାର ମଧ୍ୟ…

ଟ୍ରୋଲିଂକୁ ନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ ରାଜକୁମାର ରାଓ; ଶେଷରେ ଡିଲିଟ୍‌ କରି ଦେଲେ ପତ୍ନୀ ପତ୍ରଲେଖାଙ୍କ ଅଶ୍ଳୀଳ…

ବଲିଉଡ ଅଭିନେତା ରାଜକୁମାର ରାଓ ଗତ ବର୍ଷ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ବିବାହ କରିଥିଲେ। ପାଖାପାଖି ୧୧ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ରାଜକୁମାର ଓ ପତ୍ରଲେଖା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ଏବଂ ପ୍ରତିଦିନ…

ବିବାହ ପୂର୍ବରୁ ସାମ୍ନାକୁ ଆସିଲା ରାଜକୁମାର – ପତ୍ରଲେଖାଙ୍କ ବାହାଘର ନିମନ୍ତ୍ରଣ କାର୍ଡ, ଦେଖନ୍ତୁ ପ୍ରଥମ ଝଲକ

ବଲିଉଡର ଲଭ ବାର୍ଡ ରାଜକୁମାର ରାଓ ଓ ପତ୍ରଲେଖା ନିଜ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଏହି ପ୍ରେମୀଯୁଗଳ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଣୁ ଚଣ୍ଡୀଗଡ଼ରେ ଏମାନଙ୍କର ଗ୍ରାଣ୍ଡ ୱେଡିଂର ପ୍ରସ୍ତୁତି ଚାଲିଛି। ତେବେ ଇତି ମଧ୍ୟରେ…

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାଜକୁମାର ରାଓ, ଏହି ଦିନ ଧରିବେ ଗାର୍ଲଫ୍ରେଣ୍ଡ୍‌ ପତ୍ରଲେଖାଙ୍କ ହାତ

ହାତକୁ ଦି ହାତ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ରାଜକୁମାର ରାଓ। ଖୁବ୍‌ଶୀଘ୍ର ସେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ। ରାଜକୁମାର ନିଜ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ୍‌ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ମୁତାବକ, ଉଭୟଙ୍କ…

ରାଜକୁମାର ରାଓ ଓ ଭୂମି ପେଡନେକର ଆରମ୍ଭ କଲେ ‘ବଧାଇ ଦୋ’ର ସୁଟିଂ, ସେୟାର କଲେ ପ୍ରଥମ ଦିନ ଫଟୋ

ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକରଙ୍କ ଆଗାମୀ କମେଡି ଫିଲ୍ମ ‘ବଧାଇ ଦୋ’ର ସୁଟିଂ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଫିଲ୍ମ ‘ବଧାଇ ହୋ’ର ସିକ୍ୱେଲ। ଭୂମି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ସୁଟିଂର ପ୍ରଥମ ଦିନର ଫଟୋ ସେୟାର କରିଛନ୍ତି। ଫଟୋ ସେୟାର…

‘ଲୁଡୋ’ ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅଭିଷେକ ବଚ୍ଚନ ଓ ରାଜକୁମାର ରାଓ

୨୦୨୦ରେ ଦର୍ଶକଙ୍କ ମନ ମୋହିବାକୁ ଆସୁଛି ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମ ଲୁଡୋ। ଏଥିରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ସାନ୍ୟା ମାଲହୋତ୍ରା, ଫତିମା ସନା ଶେଖ, ଆଦିତ୍ୟରାୟ କପୁର, ପଙ୍କଜ ତ୍ରିପାଠୀ, ରୋହିତ ସରାଫ ଓ ଆଶା ନେଗୀ ପ୍ରମୁଖ କଳାକାର ନଜର ଆସିବେ। ଏହି ଫିଲ୍ମ ଆଗାମୀ ବର୍ଷ…

କିଙ୍ଗ୍‌ ଖାନ୍‌ଙ୍କ ସହ ଭିଡିଓ ସେୟାର କଲେ ରାଜକୁମାର ରାଓ, କହିଲେ ଶାହାରୁଖ ମୋ…

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଏବଂ ଶାହାରୁଖ ଖାନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ରାଜକୁମାର ରାଓ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ପୋଷ୍ଟର କ୍ୟାପସନ୍‌ରେ ସେ ଲେଖିଛନ୍ତି ଯେ ପିଲାବେଳୁ ସେ ଶାହାରୁଖ ଖାନ୍‌ଙ୍କ ଡାଇଲଗ୍‌ କହି…

୨୦ ଦିନ ପର୍ଯ୍ୟନ୍ତ କେବଳ ଗାଜର ଓ କଫି ପିଇ ଜୀବନ ବଞ୍ଚାଇଥିଲେ ଏହି ଅଭିନେତା, ଆଜି ସେ ଘରେ ଘରେ ପରିଚିତ

ଆପଣମାନଙ୍କୁ ଯଦି ଦୁଇ ଦିନ ଖାଇବାକୁ ଦିଆ ନଯାଏ ତେବେ ଆପଣ କେମିତି ଅନୁଭବ କରିବେ? ନିଶ୍ଚିନ୍ତ ଆପଣମାନେ ଚିଡଚିଡା ହେବା ସହ କାହା ସହ କଥା ହେବାକୁ ମଧ୍ଯ ପସନ୍ଦ କରିବେନି। କିନ୍ତୁ ବଲିଉଡରେ ଏଭଳି ଜଣେ ଅଭିନେତା ଅଛନ୍ତି ଯିଏ ୨୦ ଦିନ ପର୍ଯ୍ଯନ୍ତ କେବଳ ଗାଜର ଏବଂ ବ୍ଲାକ କଫି ପିଇ ଜୀବିତ…