Browsing Tag

rajnagar news

ମାଆ ଲୋ ତୋ ବିନା ଏବେ ମୁଁ ଏକା କେମିତି ରହିବି, ଫଟୋକୁ ଦେଖି କୋହ ସମ୍ଭାଳିପାରୁନି ଅନାଥ ଭାଗବତ

ରାଜନଗର (କେନ୍ୟୁଜ) : ଏକା ହୋଇଗଲା ଭାଗବତ। ମାଆର ଫଟୋକୁ ଚାହିଁ ମନ ଭିତରେ ଗୁମୁରି ଗୁମୁରି କାନ୍ଦୁଛି ଭାଗବତ। ଡକାଡକି ହୋଇ ଆଗ ପଛ ହୋଇ ଚାଲିଗଲେ ବାପା ମାଆ। ଏକାକୀ ହୋଇଗଲା ପୁଅ ଭାଗବତ। ଦୁଇବର୍ଷ ତଳେ ବିଦ୍ୟୁତ ଆଘାତରେ ବାପା ଚାଲିଯାଇଥିଲେ ଆଉ ଏବେ ଜ୍ଵରରେ ପୀଡିତ ହୋଇ ଚିକିତ୍ସା ଅଭାବରୁ…

ରାଜନଗର: ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜନଗର : ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ  ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଆକ୍ରମଣ ହୋଇଛି। ଗତକାଲି ସେ ଘରେ ଶୋଇଥିବାବେଳେ ୫ରୁ ୭ଜଣ ଦୁର୍ବୃତ୍ତ ଯାଇ BDO ଡାକୁଛନ୍ତି ବୋଲି କହିଥିଲେ । ହେଲେ ସେ ଯାଇନଥିବାରୁ ଘର…

ଭିତରକନିକାରେ ଜୀବଜନ୍ତୁ ଏବେ ଗାଁ ମୁହାଁ, ଜାଣନ୍ତୁ କାହିଁକି ଏପରି କରୁଛନ୍ତି ହରିଣ ଏବଂ ବାରହା

ରାଜନଗର (କେନ୍ୟୁଜ୍‌) : ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଥିବା ବନ୍ୟଜୀବମାନେ ଏବେ ଗାଁ ମୁହାଁ ହେଉଛନ୍ତି। ବିଶେଷ କରି ହରିଣ,ବାରହା ଜନ ବସତି ଆଡକୁ ପ୍ରବେଶ କରୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଗତ କୋଡିଏ ଦିନ ମଧ୍ୟରେ ଜଙ୍ଗଲ ଠାରୁ ବହୁ ଦୂର ଜନବସତି ଅଞ୍ଚଳରୁ…

ରାଜନଗର ଓକିଲପାଳ ଗାଁରେ ଅଘଟଣ:ଡିବିରି ଆଲୁଅରୁ ନିଆଁ ଲାଗି ବାପା, ମା’ଙ୍କ ସମ୍ମୁଖରେ ୩ ବର୍ଷର ଝିଅ ଜୀବନ୍ତ…

ରାଜନଗର : କେନ୍ଦ୍ରପେଡା ଜିଲ୍ଲା ରାଜନଗର ଓକିଲପାଳ ଗାଁରେ ଅଘଟଣ । ବାପା, ମା ଙ୍କ ସମ୍ମୁଖରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ । ସୂଚନା ଅନୁଯାୟୀ,  ବିଳମ୍ବିତ ରାତିରେ ଧାନ ଖଳାରେ ଡିବିରି ଆଲୁଅରୁ ନିଆଁ ଲାଗି ଚାରିଆଡକୁ ବ୍ଯାପି ଯାଇଥିଲା । ଯାହାଫଳରେ ବାପା,  ମା ଓ ୧୨ ବର୍ଷର ଝିଅ ଗୁରୁତର…

ଶବର କଣ ଜାତି ଅଛି କି? ସଭ୍ୟ ଶିକ୍ଷିତ ସମାଜକୁ ପ୍ରଶ୍ନ ପଚାରୁଛି ତଅପୋଇ

ରାଜନଗର (କେନ୍ୟୁଜ) : ଜାତି ପ୍ରଥାର ଲକ୍ଷ୍ମଣ ରେଖାକୁ ଡେଇଁ ପାରି ନାହିଁ ଆଜିର ସଭ୍ୟ ଶିକ୍ଷିତ ସମାଜ । ନିଜକୁ ଯେତେ ଆଧୁନିକ ବୋଲି ଦାବି କରୁଥିଲେ ମଧ୍ୟ ମଣିଷ ସମାଜରେ ଆଜିବି ଜାତି ପ୍ରଥାଭଳି ଘୃଣ୍ୟ ପରମ୍ପରା ପୂରାପୂରି ଲୋପ ପାଇ ପାରିନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

ପ୍ରକୃତିର ଦାନ ହେନ୍ତାଳ ବଣ, ଚିଙ୍ଗୁଡ଼ି ଘେରି ଯୋଗୁଁ ନଷ୍ଟ ହୋଇ ଚାଲିଛି ଆଉ ବିପଦ ବଢ଼ାଉଛି

ରାଜନଗର : ପ୍ରକୃତି ଆଗରେ ହାର ମାନିଛି ବିଜ୍ଞାନ । ଏକଥା ବିଭିନ୍ନ ଦୈବୀ ଦୁର୍ବିପାକରୁ ପ୍ରମାଣିତ ହୋଇଛି ଅନେକ ଥର । ପ୍ରକୃତି ରାଗିଲେ ଭୋଗିବାକୁ ପଡ଼େ ପ୍ରାଣୀ ଜଗତକୁ। ଯେପରି ସମୁଦ୍ର ଶାନ୍ତ ଥିଲେ ମନକୁ ଶାନ୍ତି ଦିଏ ଆଉ ଅଶାନ୍ତ ହେଲେ ସବୁକିଛି ନଷ୍ଟ ଭ୍ରଷ୍ଟ କରିଦିଏ । ଯାହା ଏବେ ଓଡ଼ିଶାର…

ଅଭାବ ଅନାଟନ ଭିତରେ ନିଜର ବୁଦ୍ଧି ଓ କଠିନ ପରିଶ୍ରମ ଯୋଗୁଁ ସଫଳତାର ସିଡି ଚଢିଚାଲିଛନ୍ତି ଶୁଭାସିନି, ସମସ୍ତଙ୍କ ପାଇଁ…

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଶୁଭାସିନି ସେଠୀ । ଅଭାବ ଅନାଟନ ମଧ୍ୟରେ ନିଜର ବୁଦ୍ଧି ଓ କଠିନ ପରିଶ୍ରମ ଯୋଗୁଁ ସଫଳତାର ସିଡି ଚଢିଚାଲିଛନ୍ତି ଶୁଭାସିନି । ୨୦୧୨ ମସିହାରେ ଟ୍ରେନିଂ ନେବା ପରେ ୨୦୧୫ ମସିହାରେ ଭାରତୀୟ ଷ୍ଟେଟବ୍ଯାଙ୍କ ରୁ ମୁଦ୍ରା ଯୋଜନାରେ ଋଣ ଆଣି ପ୍ରଥମେ ମାନୁଆଲ…