Browsing Tag

rajnath singh

ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ, ଆଗାମୀ ନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର (କେନ୍ୟୁଜ): ଆସୁଛନ୍ତି ରାଜନାଥ ସିଂ । ଆଜି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ ଭରିବେ ରାଜନାଥ । ନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ…

ସାଧାରଣ ନିର୍ବାଚନ ପାଇଁ ସଜବାଜ : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୁବନେଶ୍ୱର (କେନ୍ୟୁଜ): ସାଧାରଣ ନିର୍ବାଚନ ପାଇଁ ବିଜେପିର ସଜବାଜ । ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସମ୍ମିଳନୀରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ୪ଶହ ଆସନର ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ପ୍ରତି ରାଜ୍ୟରେ ଅଧିକରୁ ଅଧିକ ଆସନ ହାତେଇବାକୁ ରଣନୀତି…

ବୀର ଗାଥା: ଦିନକ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଶାର ବର୍ଣ୍ଣାଳୀ ସାହୁ, ଭାଷଣ ଦେବାକୁ କହିଲେ ରାଜନାଥ ସିଂ

ଦିନକ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଶାର ଛାତ୍ରୀ ବର୍ଣ୍ଣାଳୀ ସାହୁ । ସାଧାରଣତନ୍ତ୍ର ଦିବସ ସମାରୋହର ଅଂଶ ସ୍ୱରୂପ ଦିଲ୍ଲୀର ଡିଆର୍‌ଡିଓ ଭବନରେ ଗୁରୁବାର ଆୟୋଜିତ ହୋଇଥିଲା ‘ବୀର ଗାଥା’ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ତରଫରୁ…

‘ଆକ୍ରମଣକାରୀଙ୍କୁ ପାତାଳରୁ ମଧ୍ୟ ଖୋଜି ଆଣିବୁ’… ଏମ୍‌ଭି କେମ୍‌ ପ୍ଲୁଟୋ ଉପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଗର୍ଜିଲେ…

ଭାରତ ଆସୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଗର୍ଜିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ ଭାରତ ସରକାର ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଇଛନ୍ତି। ଯିଏ ବି ଏହି ଆକ୍ରମଣ କରିଛି, ତାକୁ ସମୁଦ୍ର ତଳୁ ମଧ୍ୟ ଖୋଜି ଆଣିବୁ। ମଙ୍ଗଳବାର…

ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ବର୍ତ୍ତମାନ ମହିଳା ସୈନିକଙ୍କୁ ମିଳିବ ଅଧିକାରୀଙ୍କ ବରାବର ମାତୃତ୍ୱ ଛୁଟି

ନୂଆଦିଲ୍ଲୀ : ମହିଳା ସୈନିକଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ପାଇପାରିବେ। ଏଥିସହିତ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା…

ବଢିଲା ଭାରତର ଶକ୍ତି, ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଭାରତୀୟ ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଗାଜିଆବାଦର ଭଦୋଦରା ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନାକୁ ଏହି ଏୟାରକ୍ରାଫ୍ଟ ହସ୍ତାନ୍ତର କରିଛନ୍ତି। ଏହା ସହ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଡ୍ରୋନ ଶକ୍ତି ସମାରୋହରେ ସାମିଲ ହୋଇଥିଲେ।…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହେଲେ କରୋନା ପଜିଟିଭ୍‌, ଘରେ ନିଜକୁ କଲେ କ୍ୱାରେଣ୍ଟାଇନ୍‌

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରାଜନାଥ ସିଂଙ୍କଠାରେ ହାଲୁକା ଲକ୍ଷଣ ଦେଖାଦେଇଛି, ଯାହାପରେ ସେ ନିଜକୁ କ୍ୱାରେଣ୍ଟାଇନ୍‌ କରିନେଇଛନ୍ତି। ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଡାକ୍ତରମାନେ…

ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ: ତିନି ସେନାର ମୁଖ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଠାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷ ପରେ ତିନି ସେନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ଵାନ,…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରପତି ନିର୍ବାଚନ ନେଇ…

ଭୁବନେଶ୍ୱର/ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫୋନ୍‌ ଯୋଗେ ଦୁହେଁ କଥା ହୋଇଥିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପକ୍ଷରୁ ରାଜନାଥ ସିଂ ଓ ଜେ. ପି.…

ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଗ୍ନିପଥ ଯୋଜନା ଦ୍ବାରା ସଶସ୍ତ୍ର ବାହିନୀରେ…

କେନ୍ୟୁଜ୍(ବ୍ୟୁରୋ):ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି । ଏଥିରେ ଯୁବକମାନଙ୍କୁ ସ୍ୱଳ୍ପ ଅବଧିର ଚାକିରିର ସୁଯୋଗ ମିଳିବ । ଏହି ଯୋଜନାରେ ଯୁବଶକ୍ତି ସଶସ୍ତ୍ର ବାହିନୀରେ ଯୋଗ ଦେଇ ଦେଶର ସେବା…

‘ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’…ଚୀନକୁ ଏମିତି ଚେତାବନୀ ଦେଲେ ରାଜନାଥ ସିଂ

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’। ସାନ୍‌ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଦ୍ୱାରା ଆୟୋଜିତ ଏକ ସ୍ୱାଗତ ସମାରୋହରେ ଯୋଗଦେଇ ରାଜନାଥ ସିଂ ଏହା…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା, ଟ୍ୱିଟ କରି ଦେଲେ ସୂଚନା

ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା। ଭାରତର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତଥା ଲକ୍ଷ୍ନୌର ସାଂସଦ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ରାଜନାଥ…