ଦ୍ୱିତୀୟ ଦିନରେ ଫିଲ୍ମ’କୁଲି’ ବକ୍ସ ଅଫିସ୍ କଲେକ୍ସନରେ ଭାଙ୍ଗିଲା ରେକର୍ଡ଼, ପାର୍ କଲା ୧୦୦ କୋଟି
ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ କୁଲି ଗତକାଲି ଅର୍ଥାତ ଅଗଷ୍ଟ୧୫ରେ ସିନେମା ହଲରେ ରିଲିଜ ହୋଇଯାଇଛି । ଏହି ଫିଲ୍ମ ବକ୍ସ ଅଫିସରେ ୬୫ କୋଟି ଟଙ୍କାର ଏକ ଚମତ୍କାର କଲେକ୍ସନ ସହିତ ନିଜର ଖାତା ଖୋଲିଥିଲା । ଦ୍ୱିତୀୟ ଦିନ ଅର୍ଥାତ୍ ସ୍ୱାଧୀନତା ଦିବସରେ ଫିଲ୍ମଟି ବହୁତ ରୋଜଗାର କରିଥିଲା ଏବଂ…