Browsing Tag

rajnikanth

ଧନୁଷ ଓ ଐଶ୍ୱର୍ଯ୍ୟାଙ୍କର ନ ହୋଇପାରେ ଡିଭର୍ସ: ଧନୁଷଙ୍କ ବାପା କହିଲେ ସତ

ସାଉଥ ସୁପର ଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ୧୮ ବର୍ଷର ସମ୍ପର୍କ ଭାଙ୍ଗିବା ନେଇ ଯେଉଁ ଖବର ଆସିଛି ତାଙ୍କୁ ନେଇ ଧନୁସଙ୍କ ଫ୍ୟାନ୍ସ୍ ଦୁଃଖ ପ୍ରକାଶ କରିଛନ୍ତି। କାରଣ ସେମାନଙ୍କର ପ୍ରାୟ ୧୮ ବର୍ଷର ସମ୍ପର୍କ ଥିଲା । ଏହା ପରେ ଧନୁଷ ଓ ଐଶ୍ଵର୍ଯ୍ୟାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି। ତେବେ…

ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ, ଅଲଗା ହେଲେ ସାଉଥ୍‌ ଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ; ନିଜେ ଦେଲେ ସୂଚନା

ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ। ଅଲଗା ହେଲେ ସାଉଥ୍‌ ଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଏ ନେଇ ନିଜେ ଘୋଷଣା କରିଛନ୍ତି ଧନୁଷ। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଠାରୁ ଛାଡ଼ପତ୍ର ନେଉଥିବା ନେଇ ସ୍ପଷ୍ଟ…

ଛାତିରେ ଟାଟୁ କରି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ହରଭଜନ ସିଂହ, ଲେଖିଲେ ସ୍ପେଶାଲ ମେସେଜ୍

ସାଉଥ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କର ଆଜି ଜନ୍ମ ଦିନ। ଏ ଅବସରରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଅଭିନେତାଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଥଲାଇବାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବ କ୍ରିକେଟର ହରଭଜନ ସିଂହ ମଧ୍ୟ ଅଭିନନ୍ଦନ ଜଣାଇବାରେ ଆଦୌ ପଛରେ…

ରଜନୀକାନ୍ତଙ୍କ ଫିଲ୍ମ Annaatthe ର ଦ୍ବିତୀୟ ପୋଷ୍ଟର ଭାଇରଲ, ଆଙ୍ଗ୍ରୀ ୟଙ୍ଗମ୍ଯାନ ଲୁକରେ ନଜର ଆସିଲେ ଅଭିନେତା

ସାଉଥ ଇଷ୍ଡଷ୍ଟ୍ରୀର ସୁପରଷ୍ଟାର ରଜନୀକାନ୍ତଙ୍କର କୋଟି କୋଟି ଫ୍ଯାନ ରହିଛନ୍ତି। ରଜନୀକାନ୍ତ ସାଉଥ ସହିତ ହିନ୍ଦୀ ସିନେମାରେ ମଧ୍ୟ ବେଶ ଜଣାଶୁଣା। ଲୋକ ରଜନୀକାନ୍ତଙ୍କ ପୂଜା କରନ୍ତି। ଏବେ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଅନ୍ନାଥେ’ଙ୍କୁ ଫ୍ଯାନ ଅପେକ୍ଷା କରି ରହିଛନ୍ତି। ଏହାମଧ୍ୟରେ…

ରଜନୀକାନ୍ତଙ୍କ ବଡ଼ ଘୋଷଣା, କହିଲେ- “ଏବେ ମୋର ରାଜନୀତିରେ ଆସିବାର କୌଣସି ଯୋଜନା ନାହିଁ”

ଥଲାଇବା ରଜନୀକାନ୍ତ ଭାବେ ପ୍ରସିଦ୍ଧ ହିନ୍ଦୀ ଓ ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତ ଆଜି ବଡ଼ ଘୋଷଣା କରିଛନ୍ତି। ରଜନୀକାନ୍ତ ଘୋଷଣା କରିଛନ୍ତି, ଭବିଷ୍ୟତରେ ରାଜନୀତିକୁ ଆସିବାର ମୋର କୌଣସି ଯୋଜନା ନାହିଁ। ଏଥିସହ ସେ ନିଜ ପାର୍ଟି ରଜନୀ ମକ୍କଲ ମନ୍ଦରାମକୁ ବି ଭଙ୍ଗ କରିଛନ୍ତି।…

ରିଲିଜ୍‌ ହେଲା ରଜନୀକାନ୍ତଙ୍କ ‘‘ଦରବାର’’ ଫିଲ୍ମର ଧମାକାଦାର ଗୀତ ଚୁମ୍ମା କିଜି, ଏବେଠୁ ଦର୍ଶକଙ୍କ ଭିତରେ ବଢ଼ିଲାଣି…

ସୁପରଷ୍ଟାର ରଜନୀକାନ୍ତ ଏବେ ନିଜ ଆଗାମୀ ଫିଲ୍ମ ଦରବାର ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ଗୀତ ଚୁମ୍ମା କିଜି ନିକଟରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେଉ ହେଉ ଗୀତଟି ଭାଇରାଲ ହୋଇସାରିଲାଣି। ଗୀତକୁ ଦେଖି ଦର୍ଶକେ ଫିଲ୍ମ କେବେ ଆସିବ ପଚାରିବା ଆରମ୍ଭ କରିଦେଲେଣି। ଏହି ଗୀତକୁ ଏସ୍‌ପି…