ରଜ ମଉଜରେ ଶଶିକାନ୍ତଙ୍କ ବନାରସ ପାନର ମଜା ନିଆରା
କାକଟପୁର(କେନ୍ୟୁଜ):ମଉଜ ମଜଲିସ୍,ହସ ଉଲ୍ଲାସ । ରଜ ଆସିଲେ ସମସ୍ତେ ଖୋଜନ୍ତି ପୋଡ଼ପିଠା, ଦୋଳି ଖେଳ ଓ ରଜ ପାନ । ରଜ ପାନର ମଜା ନିଆରା । ପିଠାପଣା ସାଙ୍ଗକୁ ଯଦି ପାନ ଖଣ୍ଡେ ଖାଇବା ହେଇଗଲା ତା ହେଲେ ଜମି ଗଲା ପୁରା ରଜର ମାହୋଲ । ଏବେ ଆସିଛି ରଜ । ଘରେ ଘରେ ପିଠାପଣାର ମହକରେ ମହକୁଛି ସାରା…