Browsing Tag

rajo in odisha

ଏମିତି ଏକ ଗାଁ ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ

ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ ପୂଜା କରିବାର ମହାର୍ଘ୍ୟ ପର୍ବ । ବିଶେଷ କରି ଏହା ହେଉଛି କୁଆଁରୀଙ୍କ ପର୍ବ। ସଜବାଜ ହୋଇ ସେମାନେ ରଜ ତିନି ଦିନ ମଉଜ କରିଥାନ୍ତି । ତେବେ ବିଭିନ୍ନ ସ୍ଥାନରେ ରଜରେ ଭିନ୍ନ…

ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର ଆଜି ତୃତୀୟ ଦିନ । ପିଠା, ମିଠାରେ ବାସୁଛି ପ୍ରତିଟି ଘର। ଜମୁଛି ତାସ, ଲୁଡୁ ଓ ପାଲିର ଆସର । ବିଭିନ୍ନ ସ୍ଥାନରେ ପୁଚି ଓ କବାଡ଼ି ପ୍ରତିଯୋଗିତା । ରଜ ପାଇଁ ଉତ୍ସବମୁଖର ରାଜ୍ୟର ପୁରପଲ୍ଲୀ । ଗାଁରେ…

ଆଜି ଶେଷ ରଜ, ଆସନ୍ତାକାଲି ବସୁମତି ସ୍ନାନ: ଗାଁରୁ ସହର ଘରେ ଘରେ ପିଠାପଣାର ମହକ

ଭୁବନେଶ୍ୱର(କେନ୍ୟୁଜ): ଭିଜାମାଟିର ବାସ୍ନା। ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ ପାଳିତ। ଆଜି ଶେଷ ରଜ। ଆସନ୍ତାକାଲି ବସୁମତି ସ୍ନାନ। ଗାଁରୁ ସହର ଘରେ ଘରେ ପିଠାପଣାର ମହକ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ…

ବନସ୍ତେ ଡାକିଲା ଗଜ…ଆଜି ପହିଲି ରଜ, ଆସ ମିଶି ହେବା ସଜବାଜ

ପିପିଲି(କେନ୍ୟୁଜ): ମୌସୁମୀ ଛୁଆଁରେ ଆସିଛି ରଜ। ଖାଇବା- ନାଚିବା-ବୁଲିବା ଓ ଝୁଲିବା। ଗତ ଦୁଇ ବର୍ଷ ଧରି କୋଭିଡ଼ କଟକଣା ପରେ ଚଳିତ ବର୍ଷ ବେଶ୍ ଧୁମଧାମ୍ ରେ ପାଳନ କରାଯାଉଛି ରଜ ପର୍ବ । ଗତକାଲି ସରିଛି ସଗବାଜ ଆଜି ହେଉଛି ପହିଲି ରଜ। ରଜ ଆସିଲେ ମନେପଡେ ଦୋଳି କଥା । ସଭିଙ୍କ ମୁହଁରେ…

ଆଜି ସଜବାଜ: ରଜଖଳା ରୁ ଗାଁଦାଣ୍ଡ ପର୍ଯ୍ଯନ୍ତ ସବୁଠି ଖୁସିର ଆସର, ଦୋଳିରେ ଝୁଲିବାକୁ ଫୁଲ୍ ରେଡି ଆମ ରଜବତୀ

ସାଲେପୁର(କେନ୍ୟୁଜ): ବାର ମାସରେ ତେର ପର୍ବ ଭଳି ରଜ ହେଉଛି ଆମ ସଂସ୍କୃତିର ଏକ ଅନନ୍ଯ ପର୍ବ । ରଜ ଖଳାରୁ ଗାଁ ଦାଣ୍ଡ ପର୍ଯ୍ଯନ୍ତ ସବୁଠି ରଜର ଆସର । ଏବେ ଅବାଳ ବୃଦ୍ଧା ବନିତା ଙ୍କୁ ସ୍ବାଗତ କରିବାକୁ ରଜ ଖଳା ପ୍ରସ୍ତୁତ ହେଉଛି । ଆଜି ସଜବାଜରେ ରଜ ଦୋଳି ଖେଳି ପାନ ଖାଇ, ଅଳତା, ମେହେନ୍ଦି…

ଫିକା ମନରେ ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ରଜ ସଜବାଜ, ଆଉ କେଉଁଠି କରୋନା ପାଇଁ ସମସ୍ତ ଉତ୍ସବ ବନ୍ଦ

କେନ୍ଦ୍ରାପଡା/ମାହାଙ୍ଗା : ଆସିଛି ରଜ । ଆଜି ହେଉଛି ସଜବାଜ । କେତେ ଆନନ୍ଦ ଉଲ୍ଲାସରେ ପ୍ରତି ବର୍ଷ ପାଳନ ହୋଇଥାଏ ଏହି ପର୍ବ । କିନ୍ତୁ ଚଳିତ ବର୍ଷ ଫିକା ପଡିଛି ରଜ । କରୋନା ପାଇଁ ଚାରିଆଡେ ଲକ୍ ଡାଉନ୍ । ଫଳରେ ବାହାରକୁ ବାହାରିବା ମନା । ତେବେ ପୂର୍ବ ଭଳି ଆଗ୍ରହ ନଥିଲେ ବି,…