Browsing Tag

rajsthan

କ’ଣ ଥିଲା ରାଜସ୍ଥାନର ପୁରାତନ ନାମ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆପଣ ଜାଣନ୍ତି କି ଆଜି ଆମେ ଯେଉଁ ରାଜ୍ୟକୁ ରାଜସ୍ଥାନ ବୋଲି ଜାଣୁ? ପୂର୍ବରୁ ଏହାର ନାମ ଏହା ନୁହେଁ ବରଂ ଅନ୍ୟ କିଛି ଥିଲା । ତେବେ ଆସନ୍ତୁ ରାଜସ୍ଥାନର ପୂର୍ବ ନାମ କଣ ଥିଲା ସେହି ବିଷୟରେ ଜାଣିବା । ନିକଟରେ ଅର୍ଥାତ ୩୦ ମାର୍ଚ୍ଚରେ ରାଜସ୍ଥାନ ଦିବସ ପାଳନ କରାଯାଇଛି । ଆଜି ଆମେ ଆପଣଙ୍କୁ…

୪୦ ହଜାର କେଜି ଘିଅରେ ନିର୍ମିତ ଏହି ମନ୍ଦିର, ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା

ସାଧାରଣତଃ ଯେତେବେଳେ କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟ କରାଯାଏ, ପ୍ରଥମେ ସେଠାରେ ଭିତ୍ତିପ୍ରସ୍ତର ପଡିଥାଏ । ପଥର କଂକ୍ରିଟ୍ ମିଶ୍ରଣ ଇତ୍ୟାଦି ମିଶାଇ ଏହାକୁ ପାଣିରେ ମିଶାଇ ଭିତ୍ତିଭୂମି ପୂରଣ କରିବାର କାର୍ଯ୍ୟ ସମାପ୍ତ ହୁଏ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଥିରେ ମୂଳ ଜଳ…

ବୋତଲରେ ପେଟ୍ରୋଲ ନ ଦେବାରୁ ଘଟିଛି ଭୟଙ୍କର କାଣ୍ଡ, ଭାଇରାଲ ହେଉଛି ଭିଡିଓ

ବୋତଲରେ ପେଟ୍ରୋଲ ନ ଦେବାରୁ ଘଟିଛି ଭୟଙ୍କର କାଣ୍ଡ । ଏହି ଘଟଣା ନିକଟରେ ରାଜସ୍ଥାନର ଉଦୟପୁରରେ ଘଟିଛି । ବୋତଲରେ ପେଟ୍ରୋଲ ନଦେବାରୁ ଏହି ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ କିଛି ବଦମାସ ଲୋକମାନେ ଆକ୍ରମଣ କରି ପେଟ୍ରୋଲ ପମ୍ପର ଜିନିଷ ସବୁ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ରାମପୁରାରେ…

ରାଜସ୍ଥାନରେ ବିଜେପି ଗଢ଼ିବ ସରକାର, ମହିଳାଙ୍କ ଉପରେ ଫୋକସ ଥିଲା ବିଜୟର ବଡ କାରଣ

ରାଜସ୍ଥାନରେ ବିଜେପି ବହୁ ମତ ପାଇ ସରକାର ଗଠନ କରିବାକୁ ଯାଉଛି | ଏଠାରେ ମୋଟା 199 ଆସନରୁ ବିଜେପି 117, କଂଗ୍ରେସ 67 ଓ ଅନ୍ୟାନ୍ୟ 15 ଆସନରେ ଆଗୁଆ ଥିବା ବେଳେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି | ତେବେ ଏଠାରେ ବିଜେପି ଶାସନକୁ ଆସିବାରେ କେବଳ ମୋଦି ମ୍ୟାକିକ ଯେ କାମ କରିଛି…

ପ୍ରସ୍ତୁତ ହେଲା ଦୁନିଆର ସବୁଠୁ ବଡ ରୁଟି, ଯାହାର ଓଜନ ୧୭୧ କିଲୋଗ୍ରାମ

ରାଜସ୍ଥାନର ଭିଲୱାଡାରେ ବିଶ୍ୱର ସବୁଠୁ ବଡ ରୁଟି ତିଆରି ହୋଇଛି ଯାହା ୱାର୍ଲ୍ଡ ରେକର୍ଡ କରିବ ବୋଲି ଦାବି କରାଯାଇଛି । ରବିବାର ଦିନ ରାଜସ୍ଥାନ ଜନମଞ୍ଚର ଜିଲ୍ଲା ଅଧ୍ୟକ୍ଷ କୈଳାସ ସୋନିଙ୍କ ଜନ୍ମଦିବସ ଅବସରରେ ହରିସେବା ଉଦାସୀନ ଆଶ୍ରମରେ ଏହି ରୁଟି ତିଆରି ହୋଇଛି । ଏହି ରୁଟିକୁ ତିଆରି କରିବା…

ବୁଗ୍ରି ମାତାଙ୍କ ମହିମା, ଗାଁରେ ଚୋର ପଶିଲେ ସୂଚନା ଦେଉଥିଲେ ମା’

ଆପଣ କେବେ ଶୁଣିଛନ୍ତି କି ମୂର୍ତ୍ତି କଥା ହେବାର, ଯଦି ଆପଣ ଏଭଳି ଘଟଣା ବିଷୟରେ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ କଥା କହୁଥିବା ମୂର୍ତ୍ତି ବିଷୟରେ ଜଣାଇବୁ । ଭଗବାନଙ୍କୁ ନେଇ ଲୋକଙ୍କ ମନରେ ଅନେକ ବିଶ୍ୱାସ ରହିଛି । ବେଳେବେଳେ ଏଭଳି କିଛି ଚମତ୍କାର ଘଟଣା ସାମ୍ନାକୁ ଆସେ ଯାହା…

କେଉଁଠି ଅଛି ଭାରତର ନୀଳ ସହର? ଜାଣନ୍ତୁ କେତେ ବର୍ଷ ପୁରୁଣା ଏହି ସହର

ବିବିଧତାର ଦେଶ ହେଉଛି ଭାରତ । ଏଠାରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ଭାରତର ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ସଂସ୍କୃତି ଦେଖିବାକୁ ମିଳେ । ସେହିପରି ଭାରତର ପ୍ରତ୍ୟେକ ସହରର ବିଶେଷତା ରହିଛି, ଯେଉଁଥିପାଇଁ ଏହା ସମଗ୍ର ଦେଶରେ ଭିନ୍ନ ପରିଚୟ ସୃଷ୍ଟି କରେ । ଆପଣ ପିଙ୍କ୍‌ ସିଟି ବିଷୟରେ…

ଉଦୟପୁରରେ କହ୍ନୈୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ପ୍ରତିକ୍ରିୟା ଦେଲେ ମହମ୍ମଦ କୈଫ

ରାଜସ୍ଥାନ ଉଦୟପୁରର ଟେଲର କହ୍ନୈୟା ଲାଲଙ୍କ ମୃତ୍ୟୁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଏହି ମାମଲାର ଦୁଇଜଣକୁ ଗିରଫ କରାଯାଇଥିଲା। କହ୍ନୈୟା ଲାଲଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ ମଧ୍ୟ ଜୋରଦାର ଧରିଛି। ଲୋକ ସଡ଼କକୁ ଆସି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। କେବଳ ସାଧାରଣ ନାଗରିକ ନୁହେଁ…

ଉଦୟପୁର ଟେଲର ହତ୍ୟାକାଣ୍ଡକୁ ନେଇ ବଲିଉଡ ଦେଲା ଏଭଳି ପ୍ରତିକ୍ରିୟା, ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି

ବିଜେପିରୁ ବହିଷ୍କାର ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ନେଇ ଯେଉଁ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ତାହା ଅତି ନିନ୍ଦନୀୟ। ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତି ୮ ବର୍ଷର ପୁଅର ଭୁଲ ହେତୁ ଏହି ହତ୍ୟାକାଣ୍ଡର ଖୁଲାସା ହୋଇଛି । ଏହି…

ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ବର ସମେତ ୯ ମୃତ

ରାଜସ୍ଥାନ: ରାଜସ୍ଥାନ କୋଟାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୋଲ ତଳକୁ ଖସିପଡିଛି ବରଯାତ୍ରୀ ଗାଡି। ଚାମ୍ବଲ ନଦୀରେ ଖସିପଡିଛି ଏକ ବରଯାତ୍ରୀ ଗାଡି । ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ଗତକାଲି ରାତିରେ ଗାଡିଟି ବରବାଡା ଠାରୁ ଉଜୈନ…

ଭିକ୍କି-କ୍ୟାଟ୍‌ଙ୍କ ପରେ ନଭେମ୍ବର ୨୯ରେ ରାଜସ୍ଥାନରେ ନିର୍ବନ୍ଧ କରିବେ ରଣବୀର-ଆଲିଆ !

ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ଚାଲିଛି ବିବାହ ଋତୁ। ରାଜକୁମାର ରାଓ-ପତ୍ରଲେଖା, ଭିକ୍କି କୌଶଲ- କ୍ୟାଟ୍ରିନା, ରଣବୀର- ଆଲିଆଙ୍କ ଭଳି ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜକୁମାର ଏବଂ ପତ୍ରଲେଖା ବିବାହ କରିସାରିଥି ବେଳେ ଆଗକୁ ଭିକ୍କି ଏବଂ କ୍ୟାଟ୍ରିନା ବିବାହ କରିବାକୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକର ପଛପଟୁ ପିଟି ହେଲା ଭ୍ଯାନ, REET ପରୀକ୍ଷା ଦେବାକୁ ଯାଉଥିବା ୬ ଯୁବକ ମୃତ

ରାଜସ୍ଥାନର ଜୟପୁରର ଚାକସୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇପାସ୍ ଛକ ନିକଟରେ ଥିବା ଟ୍ରକର ପଛପଟୁ ପିଟି ହେବା ଫଳରେ ୬ ଲୋକଙ୍କ ପ୍ରାଣ ଚାଲିଯାଇଛି। ସମସ୍ତ ମୃତକ ରାଜସ୍ଥାନ ଟିଚର୍ସ ଏଲିଟିବିଲିଟି ଟେଷ୍ଟ (REET) ପରୀକ୍ଷା ଦେବାକୁ ଯାଉଥିଲେ। ସୂଚନାଯୋଗ୍ଯ, ଭ୍ଯାନରେ ୧୦…