ପୁଣି ୨ ଦିନିଆ ରିମାଣ୍ଡରେ ରାଜୁ ମଣ୍ଡଳ, ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲା
ଭୁବନେଶ୍ୱର : ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଅଧିକ ପଚରାଉଚରା ପରେ ନୂଆ ତଥ୍ୟ ଦେଇପାରେ ରାଜୁ। NIA ଟିମ ତାକୁ ପଚରlଉଚରା କରିଛନ୍ତି । ଆମେ NIA ଟିମ ସହ ଯୋଗଯୋଗରେ…