ଭଉଣୀ ବାହାଘର ପାଇଁ ଘର ବିକି ଦେଇଥିଲେ ରାଜୁ ଶ୍ରୀବାସ୍ତବ! ପରେ ୧୦ ଗୁଣା ଅଧିକ ପଇସା ଦେଇ ପୁଣି କିଣିଥିଲେ
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଦେହାନ୍ତ ହୋଇଛି। ରାଜୁ ୪୨ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ। ଅଗଷ୍ଟ ୧୦ରେ ସେ ଦିଲ୍ଲୀର ଏକ ହୋଟେଲରେ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ। ସେଠାରେ ହିଁ ତାଙ୍କୁ ହୃଦଘାତ ଆସିଥିଲା। ରାଜୁ…